କୋଲକାତା: କୋରୋନାରେ ସଂକ୍ରମିତ ହେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରାୟ । ମୁକୁଲଙ୍କ ସହିତ ତାଙ୍କ ପତ୍ନୀ କ୍ରଷ୍ଣା ରାୟ ମଧ୍ୟ କୋରୋନାରେ ସଂକ୍ରମିତ ହୋଇଛନ୍ତି । କ୍ରିଷ୍ଣାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ନଥିବାରୁ ବର୍ତ୍ତମାନ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କୋରୋନା ପଜିଟିଭ ପରେ ସେ ସଙ୍ଗରୋଧରେ ଅଛନ୍ତି । ମୁକୁଲ ରାୟ ଉତ୍ତର କ୍ରିଷ୍ଣା ନଗରର ସାଂସଦ ଅଛନ୍ତି ।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରାୟଙ୍କୁ କୋରୋନା - ସାଂସଦ
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରାୟ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ସେ ସଙ୍ଗରୋଧରେ ଅଛନ୍ତି । ଅଧିକ ପଢନ୍ତୁ...
ମୁକୁଲ ରାଏଙ୍କୁ କୋରୋନା
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ