ନୂଆଦିଲ୍ଲୀ: ମେ ପହିଲାରୁ ଆରମ୍ଭ ହେବାକୁ ଯାଉଥିବା ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ଦେଖିବାକୁ ମିଳିଛି ଲୋକଙ୍କ ଉତ୍ସାହ । ପଞ୍ଜିକରଣ ଆରମ୍ଭର ମାତ୍ର 3 ଘଣ୍ଟା ମଧ୍ୟରେ କୋ ୱିନ ଆପରେ ରେଜିଷ୍ଟ୍ରେସନ କରିଛନ୍ତି ପାଖାପାଖି 80 ଲକ୍ଷ ଜନସାଧାରଣ ।
ଟୀକାକରଣ ପାଇଁ 3 ଘଣ୍ଟାରେ ପଞ୍ଜିକରଣ କଲେ 80 ଲକ୍ଷ - ଟୀକାକରଣ
ପଞ୍ଜିକରଣ ଆରମ୍ଭର ମାତ୍ର 3 ଘଣ୍ଟା ମଧ୍ୟରେ କୋୱିନ ଆପରେ ରେଜିଷ୍ଟ୍ରେସନ କରିଛନ୍ତି ପାଖାପାଖି 80 ଲକ୍ଷ ଜନସାଧାରଣ । ଅଧିକ ପଢନ୍ତୁ...
ଟୀକାକରଣ ପାଇଁ 3 ଘଣ୍ଟାରେ ପଞ୍ଜିକରଣ କଲେ 80 ଲକ୍ଷ
ଆରମ୍ଭରୁ କୋ ୱିନ ଆପ କ୍ରାସ କରିଯାଇଥିଲା । ଏହାପରେ ରାତି 7ଟାସୁଦ୍ଧା ମୋଟ 79 ଲକ୍ଷ 65 ହଜାର 720 ଜଣ ଟିକା ପାଇଁ ପଞ୍ଜିକରଣ କରିଛନ୍ତି ।
ମେ ପହିଲାରୁ 18 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କର ହେବ ଟୀକାକରଣ । ଏଥିପାଇଁ ଆଜି ଅର୍ଥାତ ମେ 28ରୁ କୋ ୱିନ ଓ ଅନ୍ୟ ଆପରେ ପଞ୍ଜିକରଣ ଆରମ୍ଭ ହୋଇଛି ।