ଓଡିଶା

odisha

ETV Bharat / bharat

Food Poisoning: ବିବାହ ଭୋଜି ଖାଇ 3 ଶହରୁ ଊର୍ଦ୍ଧ୍ବ ଅସୁସ୍ଥ - ବିବାହ ଭୋଜି ଖାଇ 3 ଶହରୁ ଉର୍ଦ୍ଧ୍ବ ଅସୁସ୍ଥ

ମହାରାଷ୍ଟ୍ରରେ ବିବାହ ଭୋଜି ଖାଇ 3 ଶହରୁ ଊର୍ଦ୍ଧ୍ବ ଅସୁସ୍ଥ । ସମସ୍ତ ଅସୁସ୍ଥ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

Food Poisoning: ବିବାହ ଭୋଜି ଖାଇ 3 ଶହରୁ ଉର୍ଦ୍ଧ୍ବ ଅସୁସ୍ଥ
Food Poisoning: ବିବାହ ଭୋଜି ଖାଇ 3 ଶହରୁ ଉର୍ଦ୍ଧ୍ବ ଅସୁସ୍ଥ

By

Published : May 23, 2022, 3:41 PM IST

ମୁମ୍ବାଇ: ବିବାହ ଭୋଜି ଖାଇ 3ଶହରୁ ଊର୍ଦ୍ଧ୍ବ ଅସୁସ୍ଥ । ମହାରାଷ୍ଟ୍ରରେ ଲାଟୁର ଜିଲ୍ଲା ଅନ୍ତର୍ଗତ ନିଲଙ୍ଗା ଅଞ୍ଚଳରେ ଘଟିଛି ଅଘଟଣ । ଗ୍ରାମରେ ଆୟୋଜିତ ଏକ ବିବାହ ଭୋଜି ଖାଇବା ପରେ 3 ଶହ ଗ୍ରାମବାସୀଙ୍କ ଠାରେ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଇଥିଲା ।

ଅସୁସ୍ଥଙ୍କୁ ସ୍ଥାନୀୟ ନିଳଙ୍ଗା ଜିଲ୍ଲା ସବ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୌଣସି କାରଣରୁ ଖାଦ୍ୟ ବିଷାକ୍ତ ହେବା ଫଳରେ ଏପରି ସମସ୍ୟା ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details