ଓଡିଶା

odisha

ETV Bharat / bharat

ନୂତନ ଅନଲାଇନ୍ ସିଷ୍ଟମରେ ପଞ୍ଜିକୃତ ହୋଇଛି 11 ଲକ୍ଷରୁ ଊର୍ଦ୍ଧ୍ବ MSMEs - MSMEs

11 ଲକ୍ଷରୁ ଅଧିକ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ଏମଏସଏମଇ ଅନଲାଇନରେ ରେଜିଷ୍ଟ୍ରସନ କରିଛନ୍ତି । ଏମଏସଏମଇ -ଉଦ୍ୟମ ମାଧ୍ୟମରେ ଅନଲାଇନରେ ପଞ୍ଜୀକୃତ ହୋଇଛି । ଅଧିକ ପଢନ୍ତୁ...

11 ଲକ୍ଷରୁ ଉର୍ଦ୍ଧ୍ବ MSMEs
11 ଲକ୍ଷରୁ ଉର୍ଦ୍ଧ୍ବ MSMEs

By

Published : Nov 7, 2020, 2:18 PM IST

ନୂଆଦିଲ୍ଲୀ: 11 ଲକ୍ଷରୁ ଅଧିକ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ଏମଏସଏମଇ ଅନଲାଇନରେ ରେଜିଷ୍ଟ୍ରସନ କରିଛନ୍ତି । ଏମଏସଏମଇ -ଉଦ୍ୟମ ମାଧ୍ୟମରେ ଅନଲାଇନରେ ପଞ୍ଜିକୃତ ହୋଇଛି । ଏମଏସଏମଇ ମନ୍ତ୍ରଣାଳୟ ଚଳିତ ବର୍ଷ 1 ଜୁଲାଇରୁ ଏମଏସଏମଇର ସଂଜ୍ଞା ଏବଂ ପଞ୍ଜିକରଣ ପ୍ରକ୍ରିୟାକୁ ସଂଶୋଧନ କରିଛି। ଏହି ପୋର୍ଟାଲ୍ ସିବିଡିଟି ଏବଂ ଜିଏସଟି ନେଟୱାର୍କ ସହିତ ସରକାରୀ ଇ-ମାର୍କେଟପ୍ଲେସ୍, ଜିଇଏମ୍ ସହିତ ନିରବଚ୍ଛିନ୍ନ ଭାବରେ ସଂଯୁକ୍ତ ।

ମନ୍ତ୍ରଣାଳୟ କହିଛି ଯେ, ଏହି ପଞ୍ଜିକରଣରେ 7 ଲକ୍ଷ 98 ହଜାର ଉଦ୍ୟୋଗୀ ପୁରୁଷ ଅଟନ୍ତି କିନ୍ତୁ 1 ଲକ୍ଷ 73 ହଜାର ଉଦ୍ୟୋଗ ମହିଳା ଉଦ୍ୟୋଗୀ ଅଛନ୍ତି । ଏଥିରେ କୁହାଯାଇଛି ଉତ୍ପାଦନ ବର୍ଗରେ 3 ଲକ୍ଷ 72 ହଜାର ଉଦ୍ୟୋଗ ପଞ୍ଜିକୃତ ହୋଇଥିବାବେଳେ ସେବା କ୍ଷେତ୍ର ଅଧୀନରେ 6 ଲକ୍ଷ 31 ହଜାର ଉଦ୍ୟୋଗ ରହିଛି । ଏହା ବ୍ୟତୀତ 11 ହଜାରରୁ ଅଧିକ ଉଦ୍ୟୋଗ ଦିବ୍ୟାଙ୍ଗ ଅଟନ୍ତି ।

ABOUT THE AUTHOR

...view details