ନୂଆଦିଲ୍ଲୀ: କ୍ୟାବିନେଟ ବିସ୍ତାର ପୂର୍ବରୁ ଗୋଟିଏ ନୂଆ ମନ୍ତ୍ରାଣଳୟର ଗଠନ ପାଇଁ ନିଷ୍ପତ୍ତି ନେଇଛନ୍ତି ନରେନ୍ଦ୍ର ମୋଦି ସରକାର । ସହଭାଗିତାରୁ ସମୃଦ୍ଧି ଭିଜନ ସହିତ ସରକକାର ସହଭାଗିତା ମନ୍ତ୍ରଣାଳୟ ଗଠନ କରିଛନ୍ତି ।
କ୍ୟାବିନେଟ ବିସ୍ତାର ପୂର୍ବରୁ ମୋଦି ସରକାରଙ୍କ ବଡ ନିଷ୍ପତ୍ତି, ଗଠନ ହେଲା ‘ministry of co-operation’ - modi-governmen
ସହଭାଗିତାରୁ ସମୃଦ୍ଧି ଭିଜନ ସହିତ କେନ୍ଦ୍ର ସରକକାର ସହଭାଗିତା ମନ୍ତ୍ରଣାଳୟ ଗଠନ କରିଛନ୍ତି । ଅଧିକ ପଢନ୍ତୁ...
କ୍ୟାବିନେଟ ବିସ୍ତାର ପୂର୍ବରୁ ମୋଦି ସରକାରଙ୍କ ବଡ ନିଷ୍ପତ୍ତି, ଗଠନ ହେଲା ସହଭାଗିତା ମନ୍ତ୍ରଣାଳୟ
ଏହି ମନ୍ତ୍ରଣାଳୟ ଦେଶରେ ସହଭାଗିତା ସହ ଜଡିତ କାର୍ଯ୍ୟ କରିବା ପାଇଁ ପ୍ରଶାସନିକ, ଆଇନ ଓ ପଲିସି ଫ୍ରେମୱାର୍କକୁ ମଜବୁତ କରିବା ପାଇଁ କାମ କରିବ । ମନ୍ତ୍ରଣାଳୟ ସହଭାଗିତା ସମିତି ପାଇଁ ଇଜ ଅଫ ଡୁଇଙ୍ଗ ବିଜନେସର ପ୍ରକ୍ରିୟାକୁ ସହଜ କରିବା ପାଇଁ ବହୁ ରାଜ୍ୟ ସମିତିର ବିକାଶ ଆରମ୍ଭ ପାଇଁ କାମ କରିବ ।
ସୂଚନା ଅନୁଯାୟୀ ଅଲଗା ସହଭାଗିତା ମନ୍ତ୍ରଣାଳୟର ଗଠନ ଅର୍ଥମନ୍ତ୍ରଣାଳୟ ଜରିଆରେ ଆବଣ୍ଟିତ ବଜେଟ ଘୋଷଣାକୁ ପୁରା କରିବ ।
Last Updated : Jul 6, 2021, 10:57 PM IST