ଶ୍ରୀନଗର:ଜମ୍ମୁ ଓ କାଶ୍ମୀର କୁଲଗାମ୍ ଜିଲ୍ଲାର ନୌପରା-ଖେରପୋରାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ମଧ୍ୟ ଏହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଅପରେସନ ଜାରି ରହିଛି । ଏହାକୁ ନେଇ କାଶ୍ମୀର ଜୋନ୍ ପୋଲିସ ସୂଚନା ଦେଇଛି ।
Kulgam Enounter: 2 ଆତଙ୍କୀ ନିପାତ, ଅପରେସନ ଜାରି - କୁଲଗାମ୍ ଏନକାଉଣ୍ଟରରେ ଆତଙ୍କୀ ମୃତ
କୁଲଗାମ୍ ଜିଲ୍ଲାର ନୌପରା-ଖେରପୋରା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ମଧ୍ୟ ଏହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଅପରେସନ ଜାରି ରହିଛି । ଅଧିକ ପଢ଼ନ୍ତୁ
![Kulgam Enounter: 2 ଆତଙ୍କୀ ନିପାତ, ଅପରେସନ ଜାରି militants killed in Encounter in Kulgam operation on](https://etvbharatimages.akamaized.net/etvbharat/prod-images/768-512-15670337-thumbnail-3x2-encounter.jpg)
କୁଲଗାମ୍ ଏନକାଉଣ୍ଟରରେ ଦୁଇ ଆତଙ୍କୀ ନିପାତ
ତୃବଜୀ ଅଞ୍ଚଳର ନୌପରା-ଖେରପୋରାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ପାଇଥିଲେ ସୁରକ୍ଷାକର୍ମୀ । ଏହାପରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପେରେସନ ଆରମ୍ଭ ହୋଇଥିଲା । ତେବେ ଏହି ସର୍ଚ୍ଚ ଅପରେସନ ଏନକାଉଣ୍ଟରରେ ପରିଣତ ହୋଇଛନ୍ତି । ଦୁଇ ଜଣ ଆତଙ୍କୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ ।
ଦୁଇ ଆତଙ୍କୀ କେଉଁ ଅଞ୍ଚଳର ଓ କେଉଁ ସଙ୍ଗଠନର ତାହାକୁ ନେଇ କୌଣସି ସୂଚନା ମିଳିନାହିଁ । ବର୍ତ୍ତମାନ ମଧ୍ୟ ଏହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଅପରେସନ ଜାରି ରହିଛି ।
Last Updated : Jun 27, 2022, 5:40 PM IST