ଶ୍ରୀନଗର: ପିଡିପି ସଭାପତି ମେହବୁବା ମୁଫତି ଆଜି(ରବିବାର) ମାଧମା କୁପୱାଡା ଜିଲ୍ଲା ପରିଦର୍ଶନ କରିଛନ୍ତି । ଶ୍ରୀନଗରରେ ନିହତ କୁପୱାଡାର ପୋଲିସଙ୍କ ଘରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗକୁ ସମବେଦନା ଜଣାଇଛନ୍ତି।
ପିଡିପି ସଭାପତି ମେହବୁବା ମୁଫତି
ଶ୍ରୀନଗର: ପିଡିପି ସଭାପତି ମେହବୁବା ମୁଫତି ଆଜି(ରବିବାର) ମାଧମା କୁପୱାଡା ଜିଲ୍ଲା ପରିଦର୍ଶନ କରିଛନ୍ତି । ଶ୍ରୀନଗରରେ ନିହତ କୁପୱାଡାର ପୋଲିସଙ୍କ ଘରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗକୁ ସମବେଦନା ଜଣାଇଛନ୍ତି।
ଜମ୍ମୁ କାଶ୍ମୀର କୁପୱାଡା ଜିଲ୍ଲାର ଗଣମାଧ୍ୟମ ସହ ଆଲୋଚନା କରି ପିଡିପି ସଭାପତି କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଲୋଚନା ପ୍ରକ୍ରିୟା ଆରମ୍ଭ କରିବା ଉଚିତ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ