ଶ୍ରୀନଗର: କାଶ୍ମୀର ପ୍ରସଙ୍ଗରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଲୋଚନା ଦାବି କରିଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି । କାଶ୍ମୀର ପ୍ରସଙ୍ଗରେ ସ୍ଥାୟୀ ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ପୁଣି ଥରେ କଥାବାର୍ତ୍ତା ଆରମ୍ଭ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।
କାଶ୍ମୀର ପ୍ରସଙ୍ଗରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଲୋଚନା ଦାବି କଲେ ମେହବୁବା ମୁଫତି - demands talks between india and pakistan
କାଶ୍ମୀର ପ୍ରସଙ୍ଗରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଲୋଚନା ଦାବି କରିଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି । ଅଧିକ ପଢନ୍ତୁ ....
![କାଶ୍ମୀର ପ୍ରସଙ୍ଗରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଲୋଚନା ଦାବି କଲେ ମେହବୁବା ମୁଫତି କାଶ୍ମୀର ପ୍ରସଙ୍ଗରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଲୋଚନା ଦାବି କଲେ ମେହବୁବା ମୁଫତି](https://etvbharatimages.akamaized.net/etvbharat/prod-images/768-512-10708453-thumbnail-3x2-jk.jpg)
କାଶ୍ମୀର ପ୍ରସଙ୍ଗରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଲୋଚନା ଦାବି କଲେ ମେହବୁବା ମୁଫତି
ସେ କହିଛନ୍ତି ଯେ ଦୁଇଦେଶ ମଧ୍ୟରେ ବିବାଦ କାରଣରୁ କାଶ୍ମୀରର ଲୋକମାନେ ନିଜ ଜୀବନକୁ ବଳିଦାନ ଦେଉଛନ୍ତି। ଶୁକ୍ରବାର ଦିନ ଶ୍ରୀନଗରରେ ଶହୀଦ ହୋଇଥିବା ପୋଲିସ କନଷ୍ଟେବଳଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ବେଳେ ସେ ଏପରି ମତାମତ ଦେଇଛନ୍ତି । ସେ କହିଛନ୍ତି ଆଉ କେତେ ଦିନ କାଶ୍ମୀରବାସୀଙ୍କୁ ନିଜ ଜୀବନ ବଳିଦାନ ଦେବାକୁ ପଡିବ ବୋଲି ସେ ପ୍ରଶ୍ନ କରିଛନ୍ତି । କାଶ୍ମୀର ପ୍ରସଙ୍ଗରେ ଦୁଇ ଦେଶ ତାହା ଉପରେ ଦୁଇ ଦେଶ ଆଲୋଚନା ମାଧ୍ୟମେରେ ଶାନ୍ତି ବଜାୟ ରଖିବା ସହ ସମାଧାନ ବାହାର କରିବାକୁ ଚେଷ୍ଟା କରନ୍ତୁ ବୋଲି ସେ ଦାବି କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ