AIMPLB ଉପାଧ୍ୟକ୍ଷ ମୌଲାନା କଲବେ ସାଦିକଙ୍କ ପରଲୋକ - AIMPLB ଉପାଧ୍ୟକ୍ଷ
ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ' ବୋର୍ଡର ଉପାଧ୍ୟକ୍ଷ ମୌଲାନା କଲବେ ସାଦିକଙ୍କ ପରଲୋକ । ଅଧିକ ପଢନ୍ତୁ...
AIMPLB ଉପାଧ୍ୟକ୍ଷ ମୌଲାନା କଲବେ ସାଦିକଙ୍କ ପରଲୋକ
ଲକ୍ଷ୍ନୌ: ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ' ବୋର୍ଡର ଉପାଧ୍ୟକ୍ଷ ମୌଲାନା କଲବେ ସାଦିକଙ୍କ ପରଲୋକ ହୋଇଛି । ଲକ୍ଷ୍ନୌର ଏକ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ମୌଲାନା ।