ଓଡିଶା

odisha

ETV Bharat / bharat

ଭଦୋଦରାର ବିଜୟ ବଲ୍ଲଭ ହସ୍ପିଟାଲରେ ଅଗ୍ନିକାଣ୍ଡ - Vadodara Fire

ଭଦୋଦରାରର ବିଜୟ ବଲ୍ଲଭ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିଶମ ବାହୀନିର 10 ଦମକଳ ଗାଡି ନିୟୋଜିତ । ଅଧିକ ପଢନ୍ତୁ...

ଭଦୋଦରାର ବିଜୟ ବଲ୍ଲଭ ହସ୍ପିଟାଲରେ ଅଗ୍ନିକାଣ୍ଡ
ଭଦୋଦରାର ବିଜୟ ବଲ୍ଲଭ ହସ୍ପିଟାଲରେ ଅଗ୍ନିକାଣ୍ଡ

By

Published : Mar 17, 2021, 10:45 PM IST

ଗୁଜୁରାଟ: ଭଦୋଦରାରର ବିଜୟ ବଲ୍ଲଭ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହୀନିର 10 ଦମକଳ ଗାଡି ନିୟୋଜିତ । କେଉଁ କାରଣରୁ ନିଆଁ ଲାଗିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଭଦୋଦରାର ବିଜୟ ବଲ୍ଲଭ ହସ୍ପିଟାଲରେ ଅଗ୍ନିକାଣ୍ଡ

ହସ୍ପିଟାଲରେ ଭର୍ତ୍ତି ରୋଗୀଙ୍କୁ କରାଯାଉଛି ସ୍ଥାନାନ୍ତର । ଘଟଣାସ୍ଥଳରେ ପୋଲିସ ଓ ଆମ୍ବୁଲାନ୍ସ ମଧ୍ୟ ଉପସ୍ଥିତ ଥିବା ଜଣାପଡିଛି ।

ABOUT THE AUTHOR

...view details