ବେଙ୍ଗାଲୁର: କୋରୋନା ଟେଷ୍ଟ ପୂର୍ବରୁ ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ଏଭଳି ଏକ ଘଟଣା କର୍ଣ୍ଣାଟକର ଆଫଜାଲପୁର ସରକାରୀ ଡାକ୍ତରଖାନାରେ ଘଟିଛି । ଜଣେ 55 ବର୍ଷୀୟ ବୟସ୍କ କୋରୋନା ଟେଷ୍ଟ ପାଇଁ କର୍ଣ୍ଣାଟକର ଆଫଜାଲପୁର ସରକାରୀ ଡାକ୍ତରଖାନାକୁ ଯାଇଥିବା ବେଳେ କୋଭିଡ ପରୀକ୍ଷା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଛି ।
କୋରୋନା ଟେଷ୍ଟ ପୂର୍ବରୁ ଚାଲିଗଲା ଜୀବନ - Man came for COVID died in Hospital
କୋରୋନା ଟେଷ୍ଟ ପୂର୍ବରୁ ଜଣେ 55 ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ଡାକ୍ତରଖାନା ପରିସରରେ ମୃତ୍ୟୁ । କର୍ଣ୍ଣାଟକର ଆଫଜାଲପୁର ସରକାରୀ ଡାକ୍ତରଖାନାରେ ଘଟିଛି ଏଭଳି ଘଟଣା ।

କୋରୋନା ଟେଷ୍ଟ ପୂର୍ବରୁ ଚାଲିଗଲା ଜୀବନ
କୋରୋନା ଟେଷ୍ଟ ପୂର୍ବରୁ ଚାଲିଗଲା ଜୀବନ
ତେବେ କୋଭିଡ ପରୀକ୍ଷା କରିବାକୁ ଆସିଥିବାବେଳେ ଡାକ୍ତରଖାନା ପରିସରରେ ତାଙ୍କର ମୃତ୍ୟୁ ହୋଇଥିବା । ଏକ ରିପୋର୍ଟରେ ଦର୍ଶାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ