ଓଡିଶା

odisha

ETV Bharat / bharat

ଜାଲିକାଟୁ ବେଳେ କଚାଡି ମାରିଲା ଷଣ୍ଢ, ଜଣେ ମୃତ - ତାମିଲନାଡୁ ପ୍ରସିଦ୍ଧ ଜାଲିକାଟୁ

ତାମିଲନାଡୁ ପ୍ରସିଦ୍ଧ ଜାଲିକାଟୁ ଚାଲିଥିବାବେଳେ ଜଣେ ମୃତ । ଜାଲିକାଟୁ ପ୍ରତିଯୋଗିତାରେ ଭାଗ ନେବାକୁ ଆସି କଚାଡି ମାରିଲା ଷଣ୍ଢ । ଅଧିକ ପଢନ୍ତୁ....

ଜଣକୁ କଚାଡି ମାରିଲା ଷଣ୍ଢ
ଜଣକୁ କଚାଡି ମାରିଲା ଷଣ୍ଢ

By

Published : Jan 17, 2021, 11:19 AM IST

ଚେନ୍ନାଇ: ତାମିଲନାଡୁର ପ୍ରସିଦ୍ଧ ଜାଲିକାଟୁ ଚାଲିଥିବାବେଳେ(ଷଣ୍ଢ ଲଢେଇ) ଜଣେ ମୃତ। ଖେଳ ଚାଲିଥିବା ସମୟରେ ଜଣକୁ କଚାଡି ମାରିଲା ଷଣ୍ଢ । ମୃତକ ହେଲେ ନଭାମଣି।

ଶନିବାର ମଦୁରାଇରେ ଅନୁଷ୍ଠିତ ଆଲାନକାନାଲୁର ଜାଲିକାଟୁ ପ୍ରତିଯୋଗିତା ପାଇଁ ନଭାମଣି ତାଙ୍କ ବନ୍ଧୁଙ୍କ ଠାରୁ ଷଣ୍ଢ ଆଣିଥିଲେ । ହେଲେ ଷଣ୍ଢ ସହ ଖେଳିବା ସମୟରେ ତାଙ୍କୁ କଚାଡି ମାରିଥିଲା ।

ନଭାମଣିଙ୍କୁ ଗୁରୁତର ଅବସ୍ଥାରେ ଜାଲିକାଟୁ ପଡିଆରେ ପ୍ରାଥମିକ ଚିକିତ୍ସା ଯୋଗାଇବା ପରେ ମଦୁରାଇ ସରକାର ରାଜାଜୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details