ଲକ୍ଷ୍ନୌ : ଇଟାଓ୍ବାର ପିନାହାଟରୁ ଲଖନା ମନ୍ଦିର ଯାଉଥିବା ଏକ ଡିସିଏମ (ଯାତ୍ରୀବାହି ଗାଡି) ଓଲଟି ପଡିଛି । ଏହି ଡିସିଏମରେ(ଯାତ୍ରୀବାହି ଗାଡି) କିଛି ଶ୍ରଦ୍ଧାଳୁ ଯାଉଥିଲେ ଏବଂ ଭାରସାମ୍ୟ ହରାଇ 25 ଫୁଟ ଗଭୀରରେ ଖସି ପଡିଥିଲା । ଫଳରେ ଦୁର୍ଘଟଣାରେ 10 ଜଣଙ୍କ ମୃତ୍ୟୁ ଘଟିଛି ।
ଓଲଟିଲା ଶ୍ରଦ୍ଧାଳୁ ଗାଡି: 10 ମୃତ, 50ରୁ ଊର୍ଦ୍ଧ୍ବ ଆହତ - ଇଟାଓ୍ବାର ପିନାହାଟରୁ ଲଖନା ମନ୍ଦିର ଯାଉଥିବା ଗାଡି ଦୁର୍ଘଟଣାଗସ୍ତ
ଇଟାଓ୍ବାର ପିନାହାଟରୁ ଲଖନା ମନ୍ଦିର ଯାଉଥିବା ଏକ ଡିସିଏମ (ଯାତ୍ରୀବାହି ଗାଡି) ଓଲଟି ପଡିବାରୁ 10 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 50ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଓଲଟିଲା ଶ୍ରଦ୍ଧାଳୁ ଗାଡି: 10 ମୃତ, 50ରୁ ଊର୍ଦ୍ଧ୍ବ ଆହତ
ଓଲଟିଲା ଶ୍ରଦ୍ଧାଳୁ ଗାଡି: 10 ମୃତ, 50ରୁ ଊର୍ଦ୍ଧ୍ବ ଆହତ
ସେହିପରି 50ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଉକ୍ତ ଯାତ୍ରୀବାହୀ ଗାଡିଟି ପାଖାପାଖି 100 ଜଣ ଶ୍ରଦ୍ଧାଳୁଙ୍କୁ ଧରି ଯାଉଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Apr 10, 2021, 10:55 PM IST