ଦେଶରେ ବଡ ଧରଣର ଆତ୍ମଘାତୀ ବିସ୍ଫୋରଣ ଆଶଙ୍କା ! - serial blast in India
मुंबई - अमित शाह और योगी आदित्यनाथ इन दोनो की जान को धोका है, एसा एक मेल सीआरपीएफ के दफ्तर में आया है, एसी जानकारी सुत्रो से मिली है. साथ ही देशभर में सीरियल बॉम्ब ब्लास्ट कराने की धमकी भी इस मेल में दी गयी है.
10:10 April 06
ଦେଶରେ ହୋଇପାରେ ସିରିଜ ବିସ୍ଫୋରଣ; ଡରାଇଲା ମେଲ
ମୁମ୍ବାଇ: ସିଆରପିଏଫ କାର୍ଯ୍ୟାଳୟକୁ ଧମକପୂର୍ଣ୍ଣ ମେଲ । ଦେଶର ବିଭିନ୍ନ ସ୍ଥାନରେ ସିରିଅଲ ବିସ୍ଫୋରଣ କରାଯିବା ନେଇ ଦିଆଯାଇଛି ଧମକ । ଆଉ ଏଥିପାଇଁ 11 ରୁ ଅଧିକ ଆତଙ୍କବାଦୀ ଓ ବିସ୍ଫୋରକ ସାମଗ୍ରୀ ପ୍ରସ୍ତୁତ ରହିଥିବା ମେଲରେ କୁହାଯାଇଛି ।
ମହାରାଷ୍ଟ୍ର ମୁମ୍ବାଇର ଏକ ସିଆରପିଏଫ କାର୍ଯ୍ୟାଳୟକୁ ଏହି ମେଲ ଆସିବାରେ ହଇଚଇ ସୃଷ୍ଟି ହୋଇଛି । ଗୃହମନ୍ତ୍ରୀ ଅମିତ ଶାହ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଜୀବନକୁ ବିପଦ ରହିଥିବା ଜଣାପଡିଛି । ତେବେ ବର୍ତ୍ତମାନ ଏହି ମେଲର ସତ୍ୟତା ଯାଞ୍ଚ କରିଯାଉଛି । କିଏ ଓ କାହିଁକି ଏପରି ମେଲ ପଠାଇଛି । ସେନେଇ ତଦନ୍ତ ଆରମ୍ଭ ହୋଇଯାଇଛି ।