ଓଡିଶା

odisha

କାଳ ସାଜୁଛି କୋରୋନା, ମହାରାଷ୍ଟ୍ରରେ ମହାମାରୀ ନେଲା 524 ମୁଣ୍ଡ

ମହାରାଷ୍ଟ୍ରରେ ସୋମବାର କୋରୋନାର 48 ହଜାର 700 ନୂଆ ମାମଲା ସାମ୍ନାକୁ ଆସିଛି । ଏହାସହିତ ରାଜ୍ୟରେ 524 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

By

Published : Apr 26, 2021, 9:47 PM IST

Published : Apr 26, 2021, 9:47 PM IST

କାଳ ସାଜୁଛି କୋରୋନା, ମହାରାଷ୍ଟ୍ରରେ ମହାମାରୀ ନେଲା 524 ମୁଣ୍ଡ
କାଳ ସାଜୁଛି କୋରୋନା, ମହାରାଷ୍ଟ୍ରରେ ମହାମାରୀ ନେଲା 524 ମୁଣ୍ଡ

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଛି ମହାମାରୀ କୋରୋନା ସଂକ୍ରମଣ । ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହୋଇଥିଲେ ସୁଦ୍ଧା ମୃତ୍ୟୁ ସଂଖ୍ୟା ଅପରିବର୍ତ୍ତିତ ରହିଛି । ରାଜ୍ୟରେ 24 ଘଣ୍ଟାରେ 524 ଜଣଙ୍କ ମୁଣ୍ଡ ନେଇଛି କୋରୋନା ।

ମହାରାଷ୍ଟ୍ରରେ ସୋମବାର କୋରୋନାର 48 ହଜାର 700 ନୂଆ ମାମଲା ସାମ୍ନାକୁ ଆସିଛି । ଏହାସହିତ ରାଜ୍ୟରେ 524 ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କୋରୋନାର ମୃତ୍ୟୁ ହାର 1.5 ପ୍ରତିଶତ ରହିଛି ।

ସେପଟେ ମୁମ୍ବାଇରୁ ସାମ୍ନାକୁ ଆସୁଥିବା ରିପୋର୍ଟ କିଛିଟା ଆଶ୍ବସ୍ତି ଦେଇଛି । ଗତ 3 ଦିନରୁ କୋରୋନାର ନୂଆ ମାମଲାରେ ହ୍ରାସ ଦେଖିବାକୁ ମିଳୁଛି । ଏଭଳିସ୍ଥିତିରେ ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନର ଲାଭ ମିଳିଛି ।

ABOUT THE AUTHOR

...view details