ମୁମ୍ବାଇ:ମହାରାଷ୍ଟ୍ର ବିଧାନସଭାରେ ଜାରି ରହିଥିବା ଫ୍ଲୋର ଟେଷ୍ଟରେ ସଫଳ ହୋଇଛି ସିନ୍ଧେ ନେତୃତ୍ବାଧୀନ ନବଗଠିତ ଶିବସେନା- ବିଜେପି ମେଣ୍ଟ ସରକାର । ବହୁମତ ପ୍ରମାଣ ପାଇଁ 144 ବିଧାୟକଙ୍କ ସଂଖ୍ୟା ଆବଶ୍ୟକତା ଥିବା ବେଳେ ସିନ୍ଧେ ଗୋଷ୍ଠୀ ସଂଖ୍ୟା ଅତିକ୍ରମ କରିସାରିଛି । ସିନ୍ଧେ ସରକାରଙ୍କ ସପକ୍ଷରେ 164 ବିଧାୟକ ଭୋଟ ଦେଇଛନ୍ତି । ଏବେ ମଧ୍ୟ ପ୍ରକ୍ରିୟା ଜାରି ରହିଛି । ବର୍ତ୍ତମାନର ଫଳାଫଳ ଅନୁସାରେ ସିନ୍ଧେ ସରକାର ବହୁମତ ସାବ୍ୟସ୍ତ କରିବାରେ ସଫଳ ହୋଇଛି ।
Maharashtra Floor Test: ଫ୍ଲୋର ଟେଷ୍ଟରେ ସିନ୍ଧେ ସରକାର ପାସ୍ - ମହାରାଷ୍ଟ୍ର ବାଚସ୍ପତି ବିବାଦ
ଫ୍ଲୋର ଟେଷ୍ଟରେ ସଫଳ ସିନ୍ଧେ ସରକାର । ସପକ୍ଷରେ ପଡିଛି 164 ବିଧାୟକଙ୍କ ଭୋଟ । ଏବେବି ଭୋଟିଂ ଜାରି । ଅଧିକ ପଢନ୍ତୁ

Maharashtra Floor Test: ଫ୍ଲୋର ଟେଷ୍ଟରେ ସିନ୍ଧେ ସରକାର ବିଜୟୀ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ