ମୁମ୍ବାଇ:ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପତ୍ନୀ ରଶ୍ମୀ ଠାକରେ କୋରୋନା ପଜିଟିଭ । ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ମନ୍ତ୍ରୀ ଆଦିତ୍ୟ ଠାକରେଙ୍କ ବି ସଂକ୍ରମିତ ହୋଇଥିଲେ । ଗତ ମାର୍ଚ୍ଚ 11 ତାରିଖରେ ଉଦ୍ଧବ ଠାକରେ ଓ ତାଙ୍କ ପତ୍ନୀ କୋରୋନା ଟିକା ନେଇଥିଲେ ।
ମେଡିକାଲରେ ଭର୍ତ୍ତି ହେଲେ ଉଦ୍ଧବ ଠାକରେଙ୍କ ପତ୍ନୀ - ରଶ୍ମୀ ଠାକରେ କୋରୋନା ପଜିଟିଭ
ମେଡିକାଲରେ ଭର୍ତ୍ତି ହେଲେ ଉଦ୍ଧବ ଠାକରେଙ୍କ ପତ୍ନୀ । କୋରୋନାରେ ହୋଇଛନ୍ତି ସଂକ୍ରମିତ । ଅଧିକ ପଢନ୍ତୁ...
ମେଡିକାଲରେ ଭର୍ତ୍ତି ହେଲେ ଉଦ୍ଧବ ଠାକରେଙ୍କ ପତ୍ନୀ
22 ମାର୍ଚ୍ଚରେ ରଶ୍ମୀ କୋରୋନାରେ ସଂକ୍ରମିତ ହୋଇଥିଲେ । ପରେ ସେ ହୋମ କ୍ବାରେଣ୍ଟାଇନରେ ରହିଥିଲେ । ହେଲେ ମଙ୍ଗଳବାର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।