ଓଡିଶା

odisha

ETV Bharat / bharat

ପୁଣି ଥରେ ଆଣ୍ଡାମାନ ନିକୋବରକୁ ଭୂକମ୍ପ ଝଟକା, ତୀବ୍ରତା 4.1 - Magnitude 4.1 earthquake hits Diglipur

ଆଣ୍ଡାମାନ ନିକୋବାର ଦ୍ବୀପପୁଞ୍ଜ ଦିଗଲିପୁରଠାରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 4.1 ମ୍ୟାଗ୍ନିଟ୍ୟୁଡ ରେକର୍ଡ କରାଯାଇଛି ।

ପୁଣି ଥରେ ଆଣ୍ଡାମାନ ନିକୋବରକୁ ଭୂକମ୍ପ ଝଟକା, ତୀବ୍ରତା 4.1 ରେକର୍ଡ
ପୁଣି ଥରେ ଆଣ୍ଡାମାନ ନିକୋବରକୁ ଭୂକମ୍ପ ଝଟକା, ତୀବ୍ରତା 4.1 ରେକର୍ଡ

By

Published : Dec 26, 2020, 10:27 PM IST

ପୋର୍ଟ ବ୍ଲେୟାର: ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବାର ଦ୍ବୀପପୁଞ୍ଜ । ଆଣ୍ଡାମାନ ନିକୋବାର ଦ୍ବୀପପୁଞ୍ଜ ଦିଗଲିପୁରଠାରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 4.1 ମ୍ୟାଗ୍ନିଟ୍ୟୁଡ ରେକର୍ଡ କରାଯାଇଛି । ତେବେ ଏନେଇ ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

ABOUT THE AUTHOR

...view details