ନୂଆଦିଲ୍ଲୀ:ଲେଫ୍ଟନାଣ୍ଟ ଜେନେରାଲ ସି ବଂଶୀ ପୋନ୍ନାପ୍ପା ଆଜି ସ୍ଥଳସେନାର ସୂଚନା ବ୍ୟବସ୍ଥା ଓ ସମନ୍ବୟର (IS&C) ଉପ-ମୁଖ୍ୟଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।
ଲେଫ୍ଟନାଣ୍ଟ ଜେନେରାଲ ସି ବଂଶୀ ପୋନ୍ନାପ୍ପା ହେଲେ ସ୍ଥଳସେନାର IS & Cର ମୁଖ୍ୟ - ଲେଫ୍ଟନାଣ୍ଟ ଜେନେରାଲ ସି ବଂଶୀ ପୋନ୍ନାପ୍ପାଙ୍କୁ ନୂଆ ଦାୟିତ୍ବ
ଲେଫ୍ଟନାଣ୍ଟ ଜେନେରାଲ ସି ବଂଶୀ ପୋନ୍ନାପ୍ପା ଦୀର୍ଘ ଦିନ ଧରି ସ୍ଥଳସେନାରେ କାର୍ଯ୍ୟ କରୁଥିବାବେଳେ, ସମ୍ମାନ ଜନକ ବଜ୍ର ଆର୍ମିର ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି । ଅଧିକ ପଢୁନ୍ତୁ

ଲେଫ୍ଟନାଣ୍ଟ ଜେନେରାଲ ସି ବଂଶୀ ପୋନ୍ନାପ୍ପା
ଏନେଇ ଆଜି ସ୍ଥଳସେନା ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି ରହିଛି । ଲେଫ୍ଟନାଣ୍ଟ ଜେନେରାଲ ସି ବଂଶୀ ପୋନ୍ନାପ୍ପା ଦୀର୍ଘ ଦିନ ଧରି ସ୍ଥଳସେନାରେ କାର୍ଯ୍ୟ କରୁଥିବାବେଳେ ସମ୍ମାନଜନକ ବଜ୍ର ଆର୍ମିର ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି ।
@ANI