ଓଡିଶା

odisha

ETV Bharat / bharat

Commercial LPG Price Rise: ୧୦୦ ଟଙ୍କା ବଢିଲା କମର୍ସିଆଲ ଗ୍ୟାସ ଦର - ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର

ପୁଣି ବଢିଲା ଗ୍ୟାସ ଦର(LPG price rise) । ବ୍ୟବସାୟିକ ବା କମର୍ସିଆଲ ଗ୍ୟାସଦର ୧୦୦ ଟଙ୍କା ବୃଦ୍ଧି ପାଇଛି । ଅଧିକ ପଢନ୍ତୁ

LPG Price Rise: ୧୦୦ ଟଙ୍କା ବଢିଲା ବ୍ୟବସାୟିକ ବା କମ୍‌ର୍ସିଆଲ ଗ୍ୟାସ ଦାମ୍
LPG Price Rise: ୧୦୦ ଟଙ୍କା ବଢିଲା ବ୍ୟବସାୟିକ ବା କମ୍‌ର୍ସିଆଲ ଗ୍ୟାସ ଦାମ୍

By

Published : Dec 1, 2021, 1:54 PM IST

ନୂଆଦିଲ୍ଲୀ: ମହଙ୍ଗା ମାଡକୁ ନେଇ ଜନସାଧାରଣ ଚିନ୍ତାରେ ଥିବାବେଳେ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ଅହେତୁକ ଦର ବୃଦ୍ଧି ମୁଣ୍ଡବ୍ୟଥାର କାରଣ ସାଜିଥିବାବେଳେ ଏବେ ପୁଣି ଗ୍ୟାସ ଦାମ ୧୦୦ ଟଙ୍କା ବୃଦ୍ଧି କରିଛନ୍ତି ସରକାର(Commercial LPG price rise) ।

ଆଜି(ବୁଧବାର) ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଫଳରେ ସିଲିଣ୍ଡର ପିଛା ୧୦୦ ଟଙ୍କା ବୃଦ୍ଧି ପାଇଛି । ଗତ ମାସରେ ଗ୍ୟାସ ଦର ୨୬୬ ଟଙ୍କା ବଢ଼ିଥିବାବେଳେ ଚଳିତ ବର୍ଷ ଆରମ୍ଭରୁ ପୁଣି ୧୦୦ ଟଙ୍କା ବଢିଛି । ମାତ୍ର କମ୍ପାନୀଗୁଡ଼ିକ ବ୍ୟବସାୟିକ ବା କମ୍‌ର୍ସିଆଲ ଗ୍ୟାସର ଦାମ ୧୦୦ ଟଙ୍କା ବୃଦ୍ଧି କରିଛନ୍ତି । ଏହାର କୌଣସି ପ୍ରଭାବ ରନ୍ଧନ ଗ୍ୟାସ ଉପରେ ପଡିବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details