ଓଡିଶା

odisha

ETV Bharat / bharat

୪ କଂଗ୍ରେସ ସାଂସଦ ଅଧିବେଶନରୁ ନିଲମ୍ବିତ: ଆସନ୍ତାକାଲି ପୂର୍ବାହ୍ନ ୧୧ ଯାଏ ଲୋକସଭା ମୁଲତବୀ

ଆସନ୍ତାକାଲି ପୂର୍ବାହ୍ନ ୧୧ ଯାଏ ଲୋକସଭା ମୁଲତବୀ । ୪ କଂଗ୍ରେସ ସାଂସଦ ମଧ୍ୟ ସମ୍ପୂର୍ଣ୍ଣ ମୌସୁମୀ ଅଧିବେଶନରୁ ନିଲମ୍ବିତ । ଅଧିକ ପଢନ୍ତୁ

By

Published : Jul 25, 2022, 6:37 PM IST

୪ କଂଗ୍ରେସ ସାଂସଦ ଅଧିବେଶନରୁ ନିଲମ୍ବିତ: ଆସନ୍ତାକାଲି ପୂର୍ବାହ୍ନ ୧୧ ଯାଏ ଲୋକସଭା ମୁଲତବୀ
୪ କଂଗ୍ରେସ ସାଂସଦ ଅଧିବେଶନରୁ ନିଲମ୍ବିତ: ଆସନ୍ତାକାଲି ପୂର୍ବାହ୍ନ ୧୧ ଯାଏ ଲୋକସଭା ମୁଲତବୀ

ନୂଆଦିଲ୍ଲୀ:ପୁଣି ମୁଲତବୀ ହେଲା ଲୋକସଭା । ଆସନ୍ତାକାଲି (ମଙ୍ଗଳବାର) ପୂର୍ବାହ୍ନ ୧୧ ଯାଏ ଲୋକସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ଓମ ବିର୍ଲା । ପୂର୍ବରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭା ମଧ୍ୟ ଅପରାହ୍ନ ୪ ଟା ଯାଏ ମୁଲତବୀ ଘୋଷଣା ହୋଇଛି ।

ଅନ୍ୟପଟେ ହଟ୍ଟଗୋଳ ଓ ବିଶୃଙ୍ଖଳିତ ଆଚରଣ ପାଇଁ ୪ କଂଗ୍ରେସ ସାଂସଦଙ୍କୁ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଛି । ନିଲମ୍ବିତ କଂଗ୍ରେସ ସାଂସଦଙ୍କ ମଧ୍ୟରେ ମିଣିକମ ଟାଗୋର, ରମ୍ୟା ହରିଦାସ, ଜ୍ୟୋତିମଣି ଏବଂ ଟି.ଏନ ପ୍ରଥାପନ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details