ନୂଆଦିଲ୍ଲୀ: ଏନସିସି (ଜାତୀୟ ସମରଶିକ୍ଷାର୍ଥୀ ବାହିନୀ) ନୂତନ ମହାନିର୍ଦ୍ଦେଶକ ନିଯୁକ୍ତ । ଲେଫ୍ଟନାଣ୍ଟ ଜେନେରାଲ ତରୁଣ କୁମାର ଆଇଚ ହେଲେ ଏନସିସିର 33ତମ ମହାନିର୍ଦ୍ଦେଶକ । ତାଙ୍କ ପୂର୍ବରୁ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଚୋପ୍ରା ଥିଲେ ଏନସିସିର ମହାନିର୍ଦ୍ଦେଶକ ।
ଲେଫ୍ଟନାଣ୍ଟ ଜେନେରାଲ ତରୁଣ କୁମାର ହେଲେ NCC ମହାନିର୍ଦ୍ଦେଶକ - ଏନସିସିର ମହାନିର୍ଦ୍ଦେଶକ
ଏନସିସି (ଜାତୀୟ ସମରଶିକ୍ଷାର୍ଥୀ ବାହିନୀ) ନୂତନ ମହାନିର୍ଦ୍ଦେଶକ ଭାବେ ଲେଫ୍ଟନାଣ୍ଟ ଜେନେରାଲ ତରୁଣ କୁମାର ଆଇଚ ନିଯୁକ୍ତି ହୋଇଛନ୍ତି । ଅଧିକ ପଢନ୍ତୁ...
ଲେଫ୍ଟନାଣ୍ଟ ଜେନେରାଲ ତରୁଣ କୁମାର ହେଲେ NCC ମହାନିର୍ଦ୍ଦେଶକ
ଏନସିସିର ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀରେ ଅବସ୍ଥିତ । ଏହା ସାରା ଦେଶର ସ୍କୁଲ, କଲେଜ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ବେଚ୍ଛାକୃତ ଭାବରେ କାର୍ଯ୍ୟକରେ । ଏହା ଭାରତର ତିନି ସେନାର ପ୍ରାଥମିକ ପ୍ରଶିକ୍ଷଣ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସାମ୍ୟକ ସୂଚନା ଦିଆଯାଏ । ଦେଶ ସେବାରେ ସେମାନଙ୍କର କାର୍ଯ୍ୟ ଧାର ବିଷୟରେ ଅବଗତ କରାଯାଏ । ଏହା ସହ ଦେଶର ଛାତ୍ର ତଥା ଯୁବକମାନଙ୍କୁ ସେନାର କାର୍ଯ୍ୟଧାରା ବିଷୟରେ ପ୍ରଶିକ୍ଷଣ ଦିଆଯାଏ ।