ନୂଆଦିଲ୍ଲୀ:ଆଜି କମାଣ୍ଡିଂ-ଇନ୍-ଚିଫ୍ ଇଷ୍ଟର୍ଣ୍ଣ କମାଣ୍ଡିଂ ଅଫିସର ଭାବେ ଦାୟିତ୍ବ ଗ୍ରହଣ କଲେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ । ଏହା ପୂର୍ବରୁ ସେ ଆଣ୍ଡାମାନ ଏବଂ ନିକୋବର କମାଣ୍ଡର ଥିଲେ । ଯାହା ଭାରତର ଏକମାତ୍ର ଟ୍ରାଇ- ସର୍ଭିସେସ୍ ଅପରେସନ କମାଣ୍ଡ ଅଟେ ।
ଇଷ୍ଟର୍ଣ୍ଣ କମାଣ୍ଡିଂ ଅଫିସର ଭାବେ ଦାୟିତ୍ବ ଗ୍ରହଣ କଲେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ - ଲେପ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ
ଆଜି କମାଣ୍ଡିଂ-ଇନ୍-ଚିଫ୍ ଇଷ୍ଟର୍ଣ୍ଣ କମାଣ୍ଡିଂ ଅଫିସର ଭାବେ ଦାୟିତ୍ବ ଗ୍ରହଣ କଲେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ । ଅଧିକ ପଢନ୍ତୁ...
ଇଷ୍ଟର୍ନ କମାଣ୍ଡିଂ ଅଫିସର ଭାବେ ଦାୟିତ୍ବ ଗ୍ରହଣ କଲେ ଲେପ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ
1982 ଡିସେମ୍ବର ରେ ବମ୍ବେ ସାର୍ପରେ ତାଙ୍କୁ ଲେଫ୍ଟନାଣ୍ଟ ଜେନେରାଲ ଭାବେ ଦାୟିତ୍ବ ଦିଆଯାଇଥିଲା । ସେ ନିଜର ଭିନ୍ନ ଭିନ୍ନ କାର୍ଯ୍ୟ ମଧ୍ୟରେ ବିଭିନ୍ନ ପ୍ରକାର ଅଞ୍ଚଳରେ ପାରମ୍ପାରିକ ତଥା କାଉଣ୍ଟର ଇନସୁରାନ୍ସ ଅପରେସନ ଭଳି ସମ୍ମାନଜନକ କମାଣ୍ଡ ଏବଂ ଷ୍ଟାଫ୍ ଏବଂ ଆସାଇନମେଣ୍ଟ କରିଛନ୍ତି।
@ANI