ଭୋପାଳ: ଗ୍ରୀଷ୍ମ ବଢିବା ସହିତ ଅଚାନକ ଲେମ୍ବୁର ଦାମ ବଢିବାରେ ଲାଗିଛି । ଏହାର ହଠାତ ଦରବୃଦ୍ଧି ସମସ୍ତଙ୍କୁ ଚକିତ କରିଛି । ମଧ୍ୟପ୍ରଦେଶରେ ଗୋଟିଏ ଲେମ୍ବୁ ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଥିବାବେଳେ ମୂଲ୍ୟ ଶୁଣି ଲୋକେ ଚକିତ ହେଉଛନ୍ତି ।
ଲେମ୍ବୁରେ ମାରି ହେଉନି ହାତ, ଗୋଟା ପିଛା ମୂଲ୍ୟ ୨୫ରୁ ୩୦ ଟଙ୍କା - ଲେମ୍ବୁର ଦାମ୍ ୨୫ରୁ ୩୦ ଟଙ୍କା
ମଧ୍ୟପ୍ରଦେଶରେ ଗୋଟିଏ ଲେମ୍ବୁ ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଥିବାବେଳେ ମୂଲ୍ୟ ଶୁଣି ଲୋକେ ଚକିତ ହେଉଛନ୍ତି । ଅଧିକ ପଢନ୍ତୁ
![ଲେମ୍ବୁରେ ମାରି ହେଉନି ହାତ, ଗୋଟା ପିଛା ମୂଲ୍ୟ ୨୫ରୁ ୩୦ ଟଙ୍କା ଚଢା ଦରରେ ବିକୁଛି ଲେମ୍ବୁ, ଗୋଟିଏ ଲେମ୍ବୁର ଦାମ୍ ୨୫ରୁ ୩୦ ଟଙ୍କା](https://etvbharatimages.akamaized.net/etvbharat/prod-images/768-512-14947601-thumbnail-3x2-fh.jpg)
ଚଢା ଦରରେ ବିକୁଛି ଲେମ୍ବୁ, ଗୋଟିଏ ଲେମ୍ବୁର ଦାମ୍ ୨୫ରୁ ୩୦ ଟଙ୍କା
ଚଢା ଦରରେ ବିକୁଛି ଲେମ୍ବୁ, ଗୋଟିଏ ଲେମ୍ବୁର ଦାମ୍ ୨୫ରୁ ୩୦ ଟଙ୍କା
ଛିନ୍ଦଓ୍ବାଡା ମଣ୍ଡିରେ ପୂର୍ବ ଦୁଇ ସପ୍ତାହ ପର୍ଯ୍ୟନ୍ତ କେଜି ପ୍ରତି ୧୪୦ ରୁ ୧୫୦ ଟଙ୍କାରେ ବିକ୍ରି ହେଉଥିବାବେଳେ ବର୍ତ୍ତମାନ ତାହା ୨୫୦ରୁ ୩୦୦ ଟଙ୍କା ହୋଇଯାଇଛି । ଭୀଷଣ ଗରମ ବଢିଥିବା ହେତୁ ଲେମ୍ବୁର ମୂଲ୍ୟ ବଢିଥିବା କୁହାଯାଉଛି । ତେଣୁ, ବାଧ୍ୟ ହୋଇ ଗ୍ରାହକ ବଜାରରୁ ଲେମ୍ବୁ ନକିଣି ଘରକୁ ଫେରୁଛନ୍ତି । ଏଥିସହିତ କୋଲ୍ଡ ଡ୍ରିଙ୍କସର ଛୋଟ ପ୍ୟାକ କିମ୍ବା ବୋତଲ ୧୫ରୁ ୨୦ ଟଙ୍କାରେ ମିଳୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ