ଓଡିଶା

odisha

ETV Bharat / bharat

ଫେସବୁକରେ କିପରି ଗୋପନ ରଖିବେ ତଥ୍ୟ, ଜାଣନ୍ତୁ - ଫେସବୁକ ଗୋପନୀୟତା ସେଟିଂ

ଲୋକଙ୍କ ବ୍ୟକ୍ତିଗତ ମେସେଜକୁ ଫେସବୁକ ଟ୍ରାକ କରୁଛି । ଫେସବୁକ ବ୍ୟବହାରକାରୀମାନେ ନିଜ ତଥ୍ୟକୁ ଗୋପନ ରଖିବା ପାଇଁ ଫେସବୁକ ପ୍ରାଇଭେସି ସେଟିଂ କରିବାକୁ ପଡିବ । ଅଧିକ ପଢନ୍ତୁ...

ଫେସବୁକ ପ୍ରାଇଭେସି ସେଟିଂ
ଫେସବୁକ ପ୍ରାଇଭେସି ସେଟିଂ

By

Published : Feb 15, 2021, 3:04 PM IST

ହାଇଦ୍ରାବାଦ:ଆପଣ ଜାଣନ୍ତି କି ଫେସବୁକ ଆପଣଙ୍କ ଡାଟା ଏବଂ ସମସ୍ତ କାର୍ଯ୍ୟକଳାପକୁ ଟ୍ରାକ କରୁଛି । ଆପଣ କେଉଁ ଆପ ଡାଉନଲୋଡ କରୁଛନ୍ତି ତାହା ମଧ୍ୟ ଫେସବୁକ ଜାଣିଥାଏ ।

ଆପଣ କେଉଁ ଆପକୁ କେତେ ବ୍ୟବହାର କରୁଛନ୍ତି, କେଉଁ ୱେବସାଇଟକୁ ବ୍ୟବହାର କରୁଛନ୍ତି ଫେସବୁକ ଏହାର ସମସ୍ତ ରେକର୍ଡ ରଖିଥାଏ । ଯଦି ଆପଣ ଚାହୁଁଛନ୍ତି ଫେସବୁକ ଆପଣଙ୍କର କୌଣସି ତଥ୍ୟ ବା କାର୍ଯ୍ୟକଳାପ ବିଷୟରେ ତଥ୍ୟ ନ ରଖୁ ତେବେ ଆପଣଙ୍କୁ ଫେସବୁକ ଗୋପନୀୟତା ସେଟିଂ ବ୍ୟବହାର କରିବାକୁ ପଡିବ । ଭିଡିଓ ଅନୁସାରେ ଆପଣ ଫେସବୁକ ପ୍ରାଇଭେସି ସେଟିଂ କରିପାରିବେ ।

ଫେସବୁକ ପ୍ରାଇଭେସି ସେଟିଂ

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ABOUT THE AUTHOR

...view details