ଥିରୁଅନନ୍ତପୁରମ:କେରଳରେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି କେରଳ ସରକାର ଆଜି ଲକଡାଉନ ଘୋଷଣା କରିଛନ୍ତି । ଆସନ୍ତା ମେ 8ରୁ 16 ମେ ପର୍ଯ୍ୟନ୍ତ ରାଜ୍ୟ ଲକଡାଉନ ରହିବା ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ମେ 8ରୁ 16 ଯାଏଁ କେରଳ ଲକଡାଉନ
କେରଳରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ ଘୋଷଣା କଲେ ରାଜ୍ୟ ସରକାର । ଆସନ୍ତା ମେ 8ରୁ 16 ମେ ପର୍ଯ୍ୟନ୍ତ ଲକଡାଉନ ଘୋଷଣା । ଅଧିକ ପଢନ୍ତୁ...
ମେ 8ରୁ 16 ଯାଏଁ କେରଳ ଲକଡାଉନ
ବୁଧବାର ଦିନ କେରଳରେ ସର୍ବାଧିକ 41, 953 କୋରୋନା ଆକ୍ରନ୍ତ ଚିହ୍ନଟ ହୋଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି ଯେ ଯେଉଁ ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଛି ସେହି ରାଜ୍ୟରେ ଲକଡାଉନ ଓ ସଂକ୍ରମଣ ରୋକିବାକୁ କଠୋର ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ