ବେଙ୍ଗାଲୁରୁ: ଦେଶରେ କୋରୋନା ଦ୍ବିତୀୟ ଲହରୀ ଏବେ ସୁନାମୀର ରୂପ ନେଇସାରିଛି । ସଂକ୍ରମଣରେ ଲାଗୁନି ଲଗାମ । ମହାରାଷ୍ଟ୍ର, ଦିଲ୍ଲୀ ପରେ ଏବେ କର୍ଣ୍ଣାଟକରେ ଦେଖିବାକୁ ମିଳିଛି କୋରୋନାର କରାଳ ରୂପ । ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ରେକର୍ଡ ଭାଙ୍ଗୁଥିବାବେଳେ ଏବେ କର୍ଣ୍ଣାଟକରେ ମଧ୍ୟ ଉର୍ଦ୍ଧ୍ବ ମୁହାଁ କୋରୋନା ।
କର୍ଣ୍ଣାଟକରେ କୋରୋନାର କରାଳରୂପ, 24 ଘଣ୍ଟାରେ ଗଲା 346 ଜୀବନ - କର୍ଣ୍ଣାଟକ କୋରୋନା
ମହାରାଷ୍ଟ୍ର, ଦିଲ୍ଲୀ ପରେ ଏବେ କର୍ଣ୍ଣାଟକରେ ଦେଖିବାକୁ ମିଳିଛି କୋରୋନାର କରାଳ ରୂପ । ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ରେକର୍ଡ ଭାଙ୍ଗୁଥିବାବେଳେ ଏବେ କର୍ଣ୍ଣାଟକରେ ମଧ୍ୟ ଉର୍ଦ୍ଧ୍ବ ମୁହାଁ କୋରୋନା । ଅଧିକ ପଢନ୍ତୁ...
![କର୍ଣ୍ଣାଟକରେ କୋରୋନାର କରାଳରୂପ, 24 ଘଣ୍ଟାରେ ଗଲା 346 ଜୀବନ କର୍ଣ୍ଣାଟକରେ କୋରୋନାର କରାଳରୂପ, 24 ଘଣ୍ଟାରେ ଗଡିଲା 346 ମୁଣ୍ଡ](https://etvbharatimages.akamaized.net/etvbharat/prod-images/768-512-11655686-thumbnail-3x2-yy.jpg)
କର୍ଣ୍ଣାଟକରେ କୋରୋନାର କରାଳରୂପ, 24 ଘଣ୍ଟାରେ ଗଡିଲା 346 ମୁଣ୍ଡ
ଗତ 24 ଘଣ୍ଟା ମଧ୍ୟରେ କର୍ଣ୍ଣାଟକରେ 50,112 ନୂଆ କୋରୋନା ମାମଲା ରିପୋର୍ଟ ହୋଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ 346 ଜଣଙ୍କର ହୋଇଛି ମୃତ୍ୟୁ ।
ଅନ୍ୟପକ୍ଷେ ରାଜ୍ୟରେ କୋରୋନାରୁ ସୁସ୍ଥ ହେବା ପରେ 26,841 ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ରାଜ୍ୟରେ ମୋଟ କୋରୋନା ମାମଲା ବର୍ତ୍ତମାନ 17,41,046କୁ ବୃଦ୍ଧି ପାଇଛି। ତେବେ ବର୍ତ୍ତମାନ କର୍ଣ୍ଣାଟକରେ ମୋଟ ସକ୍ରିୟ ମାମଲା 4,87,288 ରହିଛି ।