ଓଡିଶା

odisha

By

Published : May 11, 2021, 4:37 PM IST

ETV Bharat / bharat

କର୍ଣ୍ଣାଟକରେ ପହଞ୍ଚିଲା ପ୍ରଥମ ଅମ୍ଳଜାନ ଏକ୍ସପ୍ରେସ

କର୍ଣ୍ଣାଟକ ବେଙ୍ଗାଲୁରୁର ହ୍ବାଇଟ ଫିଲ୍ଡରେ ପହଞ୍ଚିଲା 6ଟି କ୍ରାୟୋଜେନିକ କଣ୍ଟେନରରେ 120 ଟନ ତରଳ ମେଡିକାଲ ଅକ୍ସିଜେନ । ଅଧିକ ପଢନ୍ତୁ...

କର୍ଣ୍ଣାଟକରେ ପହଞ୍ଚିଲା ପ୍ରଥମ ଅମ୍ଳଜାନ ଏକ୍ସପ୍ରେସ
କର୍ଣ୍ଣାଟକରେ ପହଞ୍ଚିଲା ପ୍ରଥମ ଅମ୍ଳଜାନ ଏକ୍ସପ୍ରେସ

ବେଙ୍ଗାଲୁରୁ:ମହାମାରୀ କୋରୋନା ସମୟରେ ଅକ୍ସିଜେନର ସଙ୍କଟ । ଯାହା ଏବେ ପୁରା ଦେଶବାସୀଙ୍କ ଚିନ୍ତା ବଢାଇଦେଇଛି । ଏହାରି ମଧ୍ୟରେ ପ୍ରଥମ ଅମ୍ଳଜାନ ଏକ୍ସପ୍ରେସ ଟ୍ରେନ କର୍ଣ୍ଣାଟକ ବେଙ୍ଗାଲୁରୁର ହ୍ବାଇଟ ଫିଲ୍ଡରେ ଆସି ପହଞ୍ଚିଛି । 2ଟି ଏକ୍ସପ୍ରେସରେ 6ଟି କ୍ରାୟୋଜେନିକ କଣ୍ଟେନରରେ 120 ଟନ ତରଳ ମେଡିକାଲ ଅକ୍ସିଜେନ (ଏଲଏମଓ) ଆଜି ସକାଳେ ପହଞ୍ଚିଛି ।

କର୍ଣ୍ଣାଟକରେ ପହଞ୍ଚିଲା ପ୍ରଥମ ଅମ୍ଳଜାନ ଏକ୍ସପ୍ରେସ

ଏକ ସବୁଜ କରିଡର ମଧ୍ୟରେ ଟ୍ରେନ ଆସି ବେଙ୍ଗାଲୁରୁରେ ପହଞ୍ଚିଛି । ପ୍ରତ୍ୟେକ କଣ୍ଟେନରରେ 20 ଟନ୍ ଏଲଏମଓ ରହିଛି । ଏହି ଟ୍ରେନ ସୋମବାର ଟାଟାନଗର ଷ୍ଟେସନ ଛାଡି ଆଜି ସକାଳେ ବେଙ୍ଗାଲୁରୁରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details