ଓଡିଶା

odisha

ETV Bharat / bharat

ଅପନି ପାର୍ଟିରେ ଯୋଗ ଦେଲେ ନବନିର୍ବାଚିତ ଶ୍ରୀନଗର ମେୟର ଜୁନୈଦ ମଟ୍ଟୋ - ଶ୍ରୀନଗର ମେୟର

ଜମ୍ମୁ କାଶ୍ମୀର ରାଜଧାନୀ ଶ୍ରୀନଗରର ନବନିର୍ବାଚିତ ମେୟର ଜୁନୈଦ ଅଜିମ ମଟ୍ଟୋ ଅପନି ପାର୍ଟିରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ...

ଅପନି ପାର୍ଟିରେ ଯୋଗ ଦେଲେ ନବନିର୍ବାଚିତ ଶ୍ରୀନଗର ମେୟର ଜୁନୈଦ ମଟ୍ଟୋ
ଅପନି ପାର୍ଟିରେ ଯୋଗ ଦେଲେ ନବନିର୍ବାଚିତ ଶ୍ରୀନଗର ମେୟର ଜୁନୈଦ ମଟ୍ଟୋ

By

Published : Nov 27, 2020, 5:16 PM IST

ଶ୍ରୀନଗର: ଅପନି ପାର୍ଟିରେ ଯୋଗ ଦେଇଛନ୍ତି ଜମ୍ମୁ କାଶ୍ମୀର ରାଜଧାନୀ ଶ୍ରୀନଗରର ନବନିର୍ବାଚିତ ମେୟର ଜୁନୈଦ ଅଜିମ ମଟ୍ଟୋ । ଦଳରେ ଯୋଗଦେବା ପରେ ଜୁନୈଦ କହିଛନ୍ତି, ଏହି ଯୁବକର ପାରିବା ପଣିଆ ଉପରେ ଅପନି ପାର୍ଟିର ଅନେକ ଆଶା ବିଶ୍ବାସ ରହିଛି ।

ନିକଟରେ ଜମ୍ମୁ କାଶ୍ମୀରର ଶ୍ରୀନଗର ନଗର ନିଗମ ମେୟର ଭାବରେ ବିଜୟ ହାସଲ କରିଥିଲେ ଜୁନୈଦ । ସେ 44 ଭୋଟ ହାତେଇ ଦୁଇ ତୃତୀୟାଂଶ ବହୁମତ ସହ ବିଜୟ ହାସଲ କରିଥିଲେ ।

ABOUT THE AUTHOR

...view details