ଓଡିଶା

odisha

ETV Bharat / bharat

Nobel Peace Prize 2021: ଦୁଇ ସାମ୍ବାଦିକଙ୍କୁ ନୋବେଲ ଶାନ୍ତି ପୁରସ୍କାର

ଚଳିତ ବର୍ଷ ସାମ୍ବାଦିକଙ୍କୁ ନୋବେଲ ଶାନ୍ତି ପୁରସ୍କାର । 2 ସାମ୍ବାଦିକଙ୍କୁ ମିଳିତ ଭାବେ ନୋବେଲ ଶାନ୍ତି ପୁରସ୍କାର ମିଳିବ । ଅଧିକ ପଢନ୍ତୁ...

By

Published : Oct 8, 2021, 3:21 PM IST

Nobel Peace Prize 2021: ସାମ୍ବାଦିକଙ୍କୁ ନୋବେଲ ଶାନ୍ତି ପୁରସ୍କାର
Nobel Peace Prize 2021: ସାମ୍ବାଦିକଙ୍କୁ ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ: 2021 ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା । ଚଳିତ ବର୍ଷ 2 ଜଣ ସାମ୍ବାଦିକଙ୍କୁ ନୋବେଲ ଶାନ୍ତି ପୁରସ୍କାର । 2 ସାମ୍ବାଦିକଙ୍କୁ ମିଳିତ ଭାବେ ନୋବେଲ ଶାନ୍ତି ପୁରସ୍କାର ସମ୍ମାନରେ କରାଯିବ ସମ୍ମାନିତ ।

ମାରିଆ ରେସା ଓ ଦିମିତ୍ରୀ ମୁରାତୋଭଙ୍କୁ ଶାନ୍ତି କ୍ଷେତ୍ରରେ ମିଳିବ ନୋବେଲ । ବାକ ସ୍ବାଧୀନତା ପାଇଁ 2 ସାମ୍ବାଦିକ କାର୍ଯ୍ୟ କରିଥିବାରୁ ଉଭୟଙ୍କୁ ଏହି ସମ୍ମାନ ମିଳିବ । ନୋଭାଜା ଗେଜେଟ ସମ୍ବାଦପତ୍ରର ପ୍ରତିଷ୍ଠାତା ହେଉଛନ୍ତି ଦିମିତ୍ରୀ ମୁରାତୋଭ ।

ABOUT THE AUTHOR

...view details