ଓଡିଶା

odisha

ETV Bharat / bharat

ମାଗଣା ଟିକାଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ - ମାଗଣା ଟିକା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ । ସମସ୍ତଙ୍କୁ ମାଗଣା ଟିକା ପାଇଁ ଚିଠିରେ କଲେ ଉଲ୍ଲେଖ । ଅଧିକ ପଢନ୍ତୁ...

ସମସ୍ତଙ୍କୁ ମାଗଣା ଟିକା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଚିଠି
ସମସ୍ତଙ୍କୁ ମାଗଣା ଟିକା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଚିଠି

By

Published : Jun 1, 2021, 9:34 AM IST

Updated : Jun 1, 2021, 9:48 AM IST

ରାଞ୍ଚି: ସବୁ ବର୍ଗର ଲୋକଙ୍କୁ ଟିକା ଦେବାକୁ ଚିଠି ଲେଖିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ପ୍ରଧାନମନତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି ହେମନ୍ତ ।

ସମସ୍ତଙ୍କୁ ମାଗଣା ଟିକା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଚିଠି
ସମସ୍ତଙ୍କୁ ମାଗଣା ଟିକା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଚିଠି

ସୂଚନା ଅନୁଯାୟୀ ଆଜି(ମଙ୍ଗଳବାର) ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଦେଶରେ କୋରୋନାର ଦ୍ବିତୀୟ ଲହରରେ ଝାଡଖଣ୍ଡ ମଧ୍ୟ ଅପ୍ରତ୍ୟାଶିତ ସମସ୍ୟାର ସମ୍ମୁଖୀନ ହେଉଛି । ରାଜ୍ୟରେ କୋରୋନା ସଂକ୍ରମଣର ଦୃତ ବୃଦ୍ଧି କାରଣରୁ ଡାକ୍ତରଖାନାରେ ମଧ୍ୟ ବେଡ୍ ସମସ୍ୟା ଦେଖା ଦେଇଛି । ବର୍ତ୍ତମାନ ସବୁ ବର୍ଗର ବ୍ୟକ୍ତିଙ୍କୁ ମାଗଣାରେ ଟିକା ଏବଂ ପ୍ରାଥମିକତା ଦୃଷ୍ଟିରୁ ସମସ୍ତଙ୍କୁ ଟୀକାକରଣ ପାଇଁ ସ୍ବାଧୀନତା ଦେବାର ଆବଶ୍ୟକତା ପଡିଛି । ଫଳରେ ଦେଶରେ ସମ୍ଭାବ୍ୟ କୋରୋନାର ତୃତୀୟ ଲହରକୁ ରୋକାଯାଇ ପାରିବ ବୋଲି ହେମନ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ।

@ANI

Last Updated : Jun 1, 2021, 9:48 AM IST

ABOUT THE AUTHOR

...view details