ବାରମୁଲ୍ଲା : ଜମ୍ମୁ-କାଶ୍ମୀରରୁ 9 ସନ୍ଦିଗ୍ଧ ଅଟକ । ଶେର ବାରମୁଲ୍ଲା ଅଞ୍ଚଳରୁ ସନ୍ଦିଗ୍ଧ ଅବସ୍ଥାରେ ଏମାନଙ୍କୁ ଉଦ୍ଧାର କରାଯାଇଛି । ସେମାନେ କିଏ ଓ କଣ ସେନେଇ ଅଧିକ ଯାଞ୍ଚ ଜାରି ରହିଛି ।
ବାରମୁଲ୍ଲାରେ 9 ସନ୍ଦିଗ୍ଧ ଅଟକ, ତଦନ୍ତ ଜାରି - ଜମ୍ମୁ-କାଶ୍ମୀର ପୋଲିସ
ଜମ୍ମୁ-କାଶ୍ମୀରରୁ 9 ସନ୍ଦିଗ୍ଧ ଅଟକ । ଶେର ବାରମୁଲ୍ଲା ଅଞ୍ଚଳରୁ ସନ୍ଦିଗ୍ଧ ଅବସ୍ଥାରେ ଏମାନଙ୍କୁ ଉଦ୍ଧାର କରାଯାଇଛି । ଅଟକ ରଖାଯାଇ ଅଧିକ ପଚରା ଉଚରା କରୁଛି ପୋଲିସ । ଅଧିକ ପଢନ୍ତୁ...
![ବାରମୁଲ୍ଲାରେ 9 ସନ୍ଦିଗ୍ଧ ଅଟକ, ତଦନ୍ତ ଜାରି ବାରମୁଲ୍ଲାରୁ 9 ସନ୍ଦିଗ୍ଧ ଅଟକ](https://etvbharatimages.akamaized.net/etvbharat/prod-images/768-512-11207092-652-11207092-1617061358200.jpg)
ବାରମୁଲ୍ଲାରୁ 9 ସନ୍ଦିଗ୍ଧ ଅଟକ
ବାରମୁଲ୍ଲା ପୋଲିସ ମୁତାବକ, ଏମାନେ ସମସ୍ତେ ସୋପିଆନର ଜୈନପୁରାର ଅଞ୍ଚଳ । ସେମାନଙ୍କ ପରିବାର ଓ କଣ କାମ କରୁଛନ୍ତି ସେନେଇ ତଦନ୍ତ ଜାରି ରହିଛି । ଆଇନ ଅନୁସାରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯାଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ