ନୂଆଦିଲ୍ଲୀ: ଜାହାଙ୍ଗୀରପୁରୀ ହିଂସାକୁ ନେଇ ଆଉ ଏକ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ । ବିନା ଅନୁମତିରେ ବିଶ୍ବ ହିନ୍ଦୁ ପରିଷଦର ଆୟୋଜକ ଓ ବଜରଙ୍ଗ ଦଳର ଦିଲ୍ଲୀ ପ୍ରାନ୍ତର ମୁଖ୍ୟଙ୍କ ନାଁରେ ନିଜ ଆଡୁ ମାମଲା ରୁଜୁ କରିଛି ପୋଲିସ । ତେବେ ବିଶ୍ବ ହିନ୍ଦୁ ପରିଷଦର ଜିଲ୍ଲା ସେବା ପ୍ରମୁଖ ପ୍ରେମ ଶର୍ମାଙ୍କ ନାଁରେ ପୋଲିସ ଅଭିଯୋଗ କରିବା ସହ ଗିରଫ ମଧ୍ୟ କରିଛି ।
Jahangirpuri Violence: ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ସଦସ୍ୟଙ୍କ ନାଁରେ ମାମଲା ରୁଜୁ
ଜାହାଙ୍ଗୀରପୁରୀ ହିଂସାକୁ ନେଇ ଆଉ ଏକ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ
Jahangirpuri Violence: ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ସଦସ୍ୟଙ୍କ ନାଁରେ ମାମଲା ରୁଜୁ
ଆଜି(ସୋମବାର) ଏନେଇ ଡିସିପି ଉତ୍ତର-ପଶ୍ଚିମ ଉଷା ରଙ୍ଗନାନି ଏହି ସୂଚନା ଦେଇଛନ୍ତି । ତେବେ ଶୋଭାଯାତ୍ରା କରିବା ପାଇଁ ଏମାନେ ପୋଲିସ ଠାରୁ ଅନୁମତି ନେଇ ନଥିଲେ ।
@ANI