ଓଡିଶା

odisha

ETV Bharat / bharat

ତପନ କୁମାର ଡେକା ହେଲେ IB ନିର୍ଦ୍ଦେଶକ, ପରମେଶ୍ବରନ ଆୟର ନୀତି ଆୟୋଗ ମୁଖ୍ୟ

ବରିଷ୍ଠ IPS ଅଧିକାରୀ ତପନ କୁମାର ଡେକା ଇଣ୍ଟେଲିଜେନ୍ସ ବ୍ୟୁରୋ ନିର୍ଦ୍ଦେଶକ (Intelligence Bureau) ଦାୟିତ୍ବ ନେବେ । RAW ମୁଖ୍ୟ ସାମନ୍ତ ଗୋୟଲଙ୍କ କାର୍ଯ୍ୟକାଳ ଏକ ବର୍ଷ ପାଇଁ ବୃଦ୍ଧି । ଅଧିକ ପଢ଼ନ୍ତୁ

ତପନ କୁମାର ଡେକା ହେଲେ IB ନିର୍ଦ୍ଦେଶକ,  ପରମେଶ୍ବରନ ଆୟର ନୀତି ଆୟୋଗ ମୁଖ୍ୟ
ତପନ କୁମାର ଡେକା ହେଲେ IB ନିର୍ଦ୍ଦେଶକ, ପରମେଶ୍ବରନ ଆୟର ନୀତି ଆୟୋଗ ମୁଖ୍ୟ

By

Published : Jun 24, 2022, 5:02 PM IST

ନୂଆଦିଲ୍ଲୀ: ବରିଷ୍ଠ IPS ଅଧିକାରୀ ତପନ କୁମାର ଡେକା ଇଣ୍ଟେଲିଜେନ୍ସ ବ୍ୟୁରୋ ନିର୍ଦ୍ଦେଶକ (Intelligence Bureau) ଦାୟିତ୍ବ ନେବେ । ଜୁନ୍‌ ୩୦ ତାରିଖରେ IPS ଅଧିକାରୀ ଅରବିନ୍ଦ କୁମାରଙ୍କ କାର୍ଯ୍ୟକାଳ ଶେଷ ହେବାପରେ ସେ ଏହି ଦାୟିତ୍ବ ନେବେ । ହିମାଚଳ ପ୍ରଦେଶ ୧୯୮୮ ମସିହା କ୍ୟାଡରର IPS ଅଧିକାରୀ ହେଉଛନ୍ତି ତପନ କୁମାର ଡେକା ।

ତପନ କୁମାର ଡେକା ହେଲେ IB ନିର୍ଦ୍ଦେଶକ, ପରମେଶ୍ବରନ ଆୟର ନୀତି ଆୟୋଗ ମୁଖ୍ୟ

ଏହି କ୍ରମରେ ଭାରତର RAW ମୁଖ୍ୟ ସାମନ୍ତ ଗୋୟଲଙ୍କ କାର୍ଯ୍ୟକାଳ ଏକ ବର୍ଷ ପାଇଁ ବୃଦ୍ଧି ହୋଇଛି । ସେହିଭଳି ବରିଷ୍ଠ IAS ଅଧିକାରୀ ପରମେଶ୍ବରନ ଆୟର ନୀତି ଆୟୋଗର ମୁଖ୍ୟ ନିଯୁକ୍ତ ହୋଇଛନ୍ତି । ବର୍ତ୍ତମାନ IAS ଅଧିକାରୀ ଅମିତାଭ କାନ୍ତ ଏହି ଦାୟିତ୍ବରେ ରହିଛନ୍ତି । ତେବେ ତାଙ୍କ କାର୍ଯ୍ୟକାଳ ଜୁନ୍‌ ୩୦ ତାରିଖରେ ଶେଷ ହେବ । ଏହାକୁ ନେଇ ସାଧାରଣ ପ୍ରଶାସନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ABOUT THE AUTHOR

...view details