କୋଲକାତା:ସହରରପାର୍କ ଷ୍ଟ୍ରିଟ ନିକଟ ନ୍ୟାସନାଲ ମ୍ୟୁଜିୟମ ନିକଟରେ ଅତର୍କିତ ଗୁଳି ଚଳାଇ ନିଜ ସହଯୋଗୀ ସେନାଧିକାରୀଙ୍କୁ ହତ୍ୟା କରିଥିବା ଓଡିଆ ଯବାନ ଅକ୍ଷୟ କୁମାର ମିଶ୍ରଙ୍କୁ 21 ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇଲେ କୋର୍ଟ । ଏହି ଘଟଣା ପରେ ତାଙ୍କୁ ଗିରଫ କରିଥିଲା କୋଲକାତା ପୋଲିସର ସ୍ବତନ୍ତ୍ର ଟିମ । ରବିବାର ତାଙ୍କୁ କୋଲକତା ମେଟ୍ରୋପଲିଟାନ ମାଜିଷ୍ଟ୍ରେଷ୍ଟଙ୍କ କୋର୍ଟରେ ହାଜର କରାଯାଇଥିଲା । ଶୁଣାଣି ପରେ ତାଙ୍କୁ 21 ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ପଠାଯାଇଛି ।
ଏହା ମଧ୍ୟ ପଢନ୍ତୁ:- କୋଲକାତାରେ ଓଡିଆ CISF ଯବାନଙ୍କ ଗୁଳିବର୍ଷଣ, ଓଡିଆ ଅଧିକାରୀ ମୃତ