ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମରେ କାର୍ଯ୍ୟରତ ଭାରତୀୟ ସାମ୍ବାଦିକା କାକୋଲି ଭଟ୍ଟାଚାର୍ଯ୍ୟଙ୍କ ପରଲୋକ । ମହାମାରୀ କୋରୋନାରେ ଆକ୍ରାନ୍ତ ହୋଇ କାକୋଲିଙ୍କ ଦେହାନ୍ତ ହୋଇଛି । ଅନେକ ଅନ୍ତରାଷ୍ଟ୍ରୀୟ ମିଡିଆରେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ କାକୋଲି ।
କୋରୋନାରେ ଆଖିବୁଜିଲେ ଅନ୍ତରାଷ୍ଟ୍ରୀୟ ମିଡିଆରେ କାର୍ଯ୍ୟରତ ଭାରତୀୟ ସାମ୍ବାଦିକା - ଭାରତୀୟ ସାମ୍ବାଦିକା କାକୋଲି ଭଟ୍ଟାଚାର୍ଯ୍ୟ
ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମରେ କାର୍ଯ୍ୟରତ ଭାରତୀୟ ସାମ୍ବାଦିକା କାକୋଲି ଭଟ୍ଟାଚାର୍ଯ୍ୟଙ୍କ ପରଲୋକ । ଅଧିକ ପଢନ୍ତୁ...
କୋରୋନାରେ ଆଖିବୁଜିଲେ ଅନ୍ତରାଷ୍ଟ୍ରୀୟ ମିଡିଆରେ କାର୍ଯ୍ୟରତ ଭାରତୀୟ ସାମ୍ବାଦିକା
ଜଣେ ଗବେଷକ, ଅନୁବାଦକ, ତଥା ଏକ ଦଶନ୍ଧିରୁ ଅଧିକ ସମୟ ଧରି ସାମ୍ବାଦିକତା ଜଗତରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଆସିଥିବା କାକୋଲି ଦିଲ୍ଲୀର କୋଭିଡ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
ବିଶ୍ବର ସର୍ବବୃହତ ଧାର୍ମିକ ମହୋତ୍ସବରେ, ଗା ସୁରକ୍ଷା ସଚେତନତା ସହିତ ମଧ୍ୟରାତ୍ରି ପାଟ୍ରୋଲିଂ ଏବଂ କ୍ରମାଗତ ଭାବରେ ଭାରତୀୟ ନିର୍ବାଚନ ଓ ରୋଡ୍ ଶୋ ପ୍ରଚାର ସମୟରେ କାକୋଲିଙ୍କ ରିପୋର୍ଟିଂ ତାଙ୍କୁ ଏକ ନୂଆ ଉଚ୍ଚତାକୁ ନେଇଥିଲା ।