ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ ମାମଲାରେ ହ୍ରାସ ବୃଦ୍ଧି ଲାଗି ରହିଛି । ଏବେ ଦେଶରେ ଦୈନିକ ସଂକ୍ରମଣ(India daily corona infection) 10 ହଜାର ତଳେ ରହୁଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 7 ହଜାର 495 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 434 ଜଣଙ୍କ ମୃତ୍ୟୁ ହୋଇଛି । ଏପଟେ ଗତ 24 ଘଣ୍ଟା ମଧ୍ୟରେ 6 ହଜାର 960 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ (Recovery rate) ମୋଟ ସୁସ୍ଥ ସଂଖ୍ୟା 3 କୋଟି 42 ଲକ୍ଷ 8 ହଜାର 926ରେ ପହଞ୍ଚିଛି ।
INDIA CORONA: ଦିନକରେ 7495 ଆକ୍ରାନ୍ତ ଚିହ୍ନଟ, 434 ମୃତ
ଏବେ ଦେଶରେ ଦୈନିକ ସଂକ୍ରମଣ(India daily corona infection) 10 ହଜାର ତଳେ ରହୁଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 7 ହଜାର 495 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 434 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ
INDIA CORONA: ଦିନକରେ 7,495 ଆକ୍ରାନ୍ତ ଚିହ୍ନଟ, 434 ମୃତ
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ(Health ministry Data) ଅନୁଯାୟୀ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 47 ଲକ୍ଷ 65 ହଜାର 976ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 78 ହଜାର 759ରେ ପହଞ୍ଚିଛି । ଦେଶରେ ମୋଟ 78 ହଜାର 291ଟି ସକ୍ରିୟ(Active) ମାମଲା ରହିଛି । ସେହିପରି ଏଯାବତ 139 କୋଟି 69 ଲକ୍ଷ 76 ହଜାର 774 କୋଟି ଡୋଜ ଟୀକାକରଣ(Corona Vaccination) ସରିଛି । ଏପଟେ ଦେଶରେ ଏଯାବତ 236ଟି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
@ANI