ଓଡିଶା

odisha

By

Published : Aug 4, 2021, 10:12 AM IST

ETV Bharat / bharat

India Corona: ଦିନକରେ 42,625 ପଜିଟିଭ ଚିହ୍ନଟ, 562 ମୃତ

ଦେଶରେ ଖସୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ 42 ହଜାର 625 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ...

India reports 42,625 new COVID19 cases, 36,668 discharges & 562 deaths in last 24 hours as per Union Health Ministry
India Corona : ଦିନକରେ 42,625 ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଖସୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ 42 ହଜାର 625 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ 562 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 36 ହଜାର 668 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ ଦେଶରେ ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 କୋଟି 17 ଲକ୍ଷ 69 ହଜାର 132କୁ ବୃଦ୍ଧି ହୋଇଛି ।ମୃତ୍ୟୁ ସଂଖ୍ୟା 4 ଲକ୍ଷ 25 ହଜାର 757କୁ ଛୁଇଁଥିବା ବେଳେ 4 ଲକ୍ଷ 10 ହଜାର 353 ସକ୍ରିୟ ମାମଲା ରହିଛି । 3 କୋଟି 9 ଲକ୍ଷ 33 ହଜାର 22 ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 48 କୋଟି 52 ଲକ୍ଷ 86 ହଜାର 570 ଜଣଙ୍କୁ ଟୀକାକରଣ କରାଯାଇଛି ।

@ANI

ABOUT THE AUTHOR

...view details