ନୂଆଦିଲ୍ଲୀ: ଦେଶରେ କ୍ରମଶଃ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ତଳମୁହାଁ ହୋଇଛି । ସଂକ୍ରମଣ ଅପେକ୍ଷା ବଢୁଛି ସୁସ୍ଥତା ସଂଖ୍ୟା । 24 ଘଣ୍ଟା ମଧ୍ୟରେ ଦେଶରେ 38 ହଜାର ୭୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଦେଶରେ ୫୬୦ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି ।
INDIA CORONA: ଦିନକରେ ୩୮୦୭୯ ପଜିଟିଭ, ୫୬୦ ମୃତ - କୋରୋନା ମୃତ୍ୟୁ
24 ଘଣ୍ଟା ମଧ୍ୟରେ ଦେଶରେ 38 ହଜାର ୭୯ କୋରୋନା ଆକ୍ରାନ୍ତ ଚିହ୍ନଟ , ୫୬୦ ମୃତ । ଅଧିକ ପଢନ୍ତୁ...
![INDIA CORONA: ଦିନକରେ ୩୮୦୭୯ ପଜିଟିଭ, ୫୬୦ ମୃତ INDIA CORONA: ଦିନକରେ ୩୮,୦୭୯ ଆକ୍ରାନ୍ତ ଚିହ୍ନଟ, ୫୬୦ ମୃତ](https://etvbharatimages.akamaized.net/etvbharat/prod-images/768-512-12485320-thumbnail-3x2-p.jpg)
INDIA CORONA: ଦିନକରେ ୩୮,୦୭୯ ଆକ୍ରାନ୍ତ ଚିହ୍ନଟ, ୫୬୦ ମୃତ
ସେହିପରି ଦେଶରେ ସୁସ୍ଥହାର ୯୭.୩୧ ପ୍ରତିଶତରେ ପହଞ୍ଚିଥିବା ବେଳେ ୪ଲକ୍ଷ ୨୪ ହଜାର ୨୫ଟି ଆକ୍ଟିଭ କେଶ ରହିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି । ସେହିପରି ଦେଶରେ ଏବେ ୪୪ କୋଟି ୨୦ଲକ୍ଷ ୨୧ ହଜାର ୯୫୪ରେ କୋରୋନା ପରୀକ୍ଷା କରାଯାଇଛି । ତେବେ ଗତକାଲିର ଆକ୍ରାନ୍ତଙ୍କ ଅପେକ୍ଷା ଆଜି ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି ।
@ANI