ନୂଆଦିଲ୍ଲୀ: ଦେଶରେ ଥମିବାର ନାଁ ନେଉନାହିଁ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ 35 ହଜାର 662 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 281 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏପଟେ 33 ହଜାର 798 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି ।
INDIA CORONA: ଦିନକରେ 35,662 ପଜିଟିଭ ଚିହ୍ନଟ, 281 ମୃତ - କୋରୋନା ସଂକ୍ରମଣ
ଦେଶରେ ଥମିବାର ନାଁ ନେଉନାହିଁ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ 35 ହଜାର 662 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 281 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ...
INDIA CORONA; ଦିନକରେ 35,662 ପଜିଟିଭ ଚିହ୍ନଟ, 281 ମୃତ
ତେବେ, ଦେଶରେ ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 କୋଟି 34 ଲକ୍ଷ 17 ହଜାର 390କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା 4 ଲକ୍ଷ 44 ହଜାର 529 ରହିଥିବାବେଳେ 3 ଲକ୍ଷ 40 ହଜାର 639 ସକ୍ରିୟ ମାମଲା ରହିଛି । 3 କୋଟି 26 ଲକ୍ଷ 32 ହଜାର 222 ଆରୋଗ୍ୟ ହୋଇଥିବା ବେଳେ 79 କୋଟି 42ଲକ୍ଷ 87ହଜାର 699 ଟୀକାକରଣ ଏଯାଏଁ ହୋଇସାରିଛି ।
@ANI