ନୂଆଦିଲ୍ଲୀ: ଦେଶରେ ଥମିବାର ନାଁ ନେଉନାହିଁ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ 30 ହଜାର 570 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 431 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏପଟେ 38 ହଜାର 303 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି ।
INDIA CORONA; ଦିନକରେ 30570 ପଜିଟିଭ ଚିହ୍ନଟ, 431 ମୃତ - କୋରୋନା ସଂକ୍ରମଣ
ଦେଶରେ ଥମିବାର ନାଁ ନେଉନାହିଁ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ 30 ହଜାର 570 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 431 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ...
![INDIA CORONA; ଦିନକରେ 30570 ପଜିଟିଭ ଚିହ୍ନଟ, 431 ମୃତ INDIA CORONA; ଦିନକରେ 30,570 ପଜିଟିଭ ଚିହ୍ନଟ, 431 ମୃତ](https://etvbharatimages.akamaized.net/etvbharat/prod-images/768-512-13079488-thumbnail-3x2-india-corona.jpg)
INDIA CORONA; ଦିନକରେ 30,570 ପଜିଟିଭ ଚିହ୍ନଟ, 431 ମୃତ
ତେବେ, ଦେଶରେ ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 କୋଟି 33ଲକ୍ଷ 47 ହଜାର 325କୁ ବୃଦ୍ଧିପାଇଛି । ମୃତ୍ୟୁ ସଂଖ୍ୟା 4 ଲକ୍ଷ 43 ହଜାର 928 ରହିଥିବା ବେଳେ 3 ଲକ୍ଷ 42 ହଜାର 923 ସକ୍ରିୟ ମାମଲା ରହିଛି । 3 କୋଟି 25 ଲକ୍ଷ 60 ହଜାର 474 ଆରୋଗ୍ୟ ହୋଇଥିବା ବେଳେ 76 କୋଟି 57ଲକ୍ଷ 17ହଜାର 137 ଟୀକାକରଣ ଏଯାଏଁ କରାଯାଇଛି ।
@ ANI