ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ଦୈନିକ ସଂକ୍ରମଣ(India daily corona infection) । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 6 ହଜାର 563 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 132 ଜଣଙ୍କ ମୃତ୍ୟୁ ହୋଇଛି । ଏପଟେ ଗତ 24 ଘଣ୍ଟା ମଧ୍ୟରେ 8 ହଜାର 77 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ (recovery rate) ମୋଟ ସୁସ୍ଥ ସଂଖ୍ୟା 3 କୋଟି 41 ଲକ୍ଷ 87 ହଜାର 17ରେ ପହଞ୍ଚିଛି ।
INDIA CORONA: ଦିନକରେ 6563 ଆକ୍ରାନ୍ତ ଚିହ୍ନଟ, 132 ମୃତ - ଭାରତ ଦୈନିକ କୋରୋନା ସଂକ୍ରମଣ
ଦେଶରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ଦୈନିକ ସଂକ୍ରମଣ(India daily corona infection) । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 6 ହଜାର 563 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 220 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ
![INDIA CORONA: ଦିନକରେ 6563 ଆକ୍ରାନ୍ତ ଚିହ୍ନଟ, 132 ମୃତ INDIA CORONA: ଦିନକରେ 6,563 ଆକ୍ରାନ୍ତ ଚିହ୍ନଟ, 132 ମୃତ](https://etvbharatimages.akamaized.net/etvbharat/prod-images/768-512-13955647-thumbnail-3x2-corona.jpg)
INDIA CORONA: ଦିନକରେ 6,563 ଆକ୍ରାନ୍ତ ଚିହ୍ନଟ, 132 ମୃତ
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ(health ministry data) ଅନୁଯାୟୀ ଗତକାଲିର ମୃତ୍ୟୁକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 77 ହଜାର 554ରେ ପହଞ୍ଚିଛି । ଦେଶରେ ମୋଟ 82 ହଜାର 267ଟି ସକ୍ରିୟ(active) ମାମଲା ରହିଛି, ଯାହା 572 ଦିନରେ ସର୍ବନିମ୍ନ । ସେହିପରି ଏଯାବତ 137 କୋଟି 67 ଲକ୍ଷ 20 ହଜାର 359 ଡୋଜ ଟୀକାକରଣ(corona vaccination) ସରିଛି ।
@ANI