ଓଡିଶା

odisha

ETV Bharat / bharat

ସେପ୍ଟେମ୍ବର 3ରୁ ଭାରତ-ବାଲାଂଦେଶ ବିମାନ ସେବା - India-Bangladesh flights resume

ଭାରତ-ବାଲାଂଦେଶ ମଧ୍ୟରେ ପୁନଃଆରମ୍ଭ ହେବ ବିମାନ ସେବା । ସେପ୍ଟେମ୍ବର 3ରୁ ଭାରତ-ବାଲାଂଦେଶ ବିମାନ ସେବା । ଅଧିକ ପଢନ୍ତୁ...

ପୁନଃଆରମ୍ଭ ହେଲା  ଭାରତ -ବାଲାଂଦେଶ ବିମାନ ସେବା
ପୁନଃଆରମ୍ଭ ହେଲା ଭାରତ -ବାଲାଂଦେଶ ବିମାନ ସେବା

By

Published : Aug 28, 2021, 10:51 PM IST

ନୂଆଦିଲ୍ଲୀ: ଭାରତ-ବାଲାଂଦେଶ ମଧ୍ୟରେ ପୁନଃଆରମ୍ଭ ହେବ ବିମାନ ସେବା । ଯାତ୍ରୀ ଏବଂ ସାମଗ୍ରୀର ପରିବହନକୁ ସୁଗମ କରିବା ପାଇଁ ଗତବର୍ଷ ଦୁଇ ଦେଶ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ‘ଏୟାର ବବୁଲ’ ଚୁକ୍ତିନାମା ଅନୁଯାୟୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଚଳିତ ସେପ୍ଟେମ୍ବର 3ରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ କରିବାକୁ ଯାଉଛି ।

ଦ୍ବୀପାକ୍ଷିକ ଏୟାର ବବୁଲ ଚୁକ୍ତି ଅନୁଯାୟୀ, ଉଭୟ ଦେଶର ବିମାନ କମ୍ପାନୀ COVID-19 ମହାମାରୀ ସମୟରେ କିଛି କଟକଣା ସହିତ ଅନ୍ତର୍ଜାତୀୟ ବିମାନ ଚଳାଚଳ କରିପାରିବେ । ଭାରତ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହିତ ବାଂଲାଦେଶର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (CAAB) ଏହି ଚୁକ୍ତିନାମା କରିଥିଲା । ଭାରତ-ବାଂଲାଦେଶ ଏୟାର ବବୁଲ ବ୍ୟବସ୍ଥାରେ ବିମାନ ପୁନଃଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି।

@ANI

ABOUT THE AUTHOR

...view details