ଓଡିଶା

odisha

ETV Bharat / bharat

ଫେବୃଆରୀ ୨୧ରୁ ଭାରତ ଓ ଓମାନ ବାୟୁସେନାର ମିଳିତ ସମରାଭ୍ୟାସ - ରୟାଲ ଏୟାର ଫୋର୍ସ ଅଫ ଓମାନ

ଭାରତୀୟ ବାୟୁସେନା (IAF) ଏବଂ ରୟାଲ ଏୟାର ଫୋର୍ସ ଅଫ ଓମାନ (RAFO) ଫେବୃଆରୀ ୨୧ରୁ ମିଳିତ ସମରାଭ୍ୟାସ କରିବେ । ଅଧିକ ପଢନ୍ତୁ

ଫେବୃଆରୀ ୨୧ରୁ ଭାରତ ଏବଂ ଓମାନ ବାୟୁସେନାର ମିଳିତ ସମରଭ୍ୟାସ
ଫେବୃଆରୀ ୨୧ରୁ ଭାରତ ଏବଂ ଓମାନ ବାୟୁସେନାର ମିଳିତ ସମରଭ୍ୟାସ

By

Published : Feb 21, 2022, 8:18 PM IST

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (IAF) ଏବଂ ରୟାଲ ଏୟାର ଫୋର୍ସ ଅଫ ଓମାନ (RAFO) ଫେବୃଆରୀ ୨୧ରୁ ମିଳିତ ସମରାଭ୍ୟାସ କରିବେ । ଆସନ୍ତା 21-25 ତାରିଖ ପର୍ଯ୍ୟନ୍ତ ଯୋଧପୁରର ବାୟୁସେନା ଷ୍ଟେସନରେ ଇଷ୍ଟର୍ନ ବ୍ରିଜ- VI ସମରାଭ୍ୟାସ ହେବ ।

ଫେବୃଆରୀ ୨୧ରୁ ଭାରତ ଏବଂ ଓମାନ ବାୟୁସେନାର ମିଳିତ ସମରଭ୍ୟାସ

ଏହି ସମରଭ୍ୟାସ ଷଷ୍ଠ ସଂସ୍କରଣ ହେବକୁ ଥିବାବେଳେ ଏହାଦ୍ବାରା କାର୍ଯ୍ୟ କ୍ଷମତା ଏବଂ ପାରସ୍ପରିକ କାର୍ଯ୍ୟ କ୍ଷମତା ବୃଦ୍ଧି ହେବ । ଏଥିସହ ଦୁଇ ଦେଶର ବାୟୁସେନା ମଧ୍ୟରେ କୌଶଳ ପ୍ରଦାନର ସୁଯୋଗ ପାଇବେ । ତେବେ IAF ଏବଂ RAFOର ଅଂଶ ଗ୍ରହଣ ଦ୍ବାରା ଦ୍ବିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ବ୍ୟତୀତ ବୃତ୍ତିଗତ ପାରସ୍ପରିକ କଥାବାର୍ତ୍ତା, ଅଭିଜ୍ଞତା ଆଦାନପ୍ରଦାନ ଏବଂ ଜ୍ଞାନର ବୃଦ୍ଧି ପାଇଁ ସହଯୋଗ ହେବ ।

ଅନ୍ୟପଟେ ଏଥିପାଇଁ ଦୁଇ ଦେଶର ବାୟୁସେନା ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି ।

@ANI

ABOUT THE AUTHOR

...view details