ବେଙ୍ଗାଲୁରୁ: କର୍ଣ୍ଣାଟକ ଗାଡାମ ଜିଲ୍ଲା ରୋନା ତାଲୁକ ବାସାଲାପୁର ଗାଁରେ ଅଭାବନୀୟ ଘଟଣା । ଗାଁର ଜଣେ ବ୍ୟକ୍ତି କୋରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତର କୋରୋନା ପ୍ରୋଟୋକଲ ନମାନି ମୃତଦେହକୁ ସିଧାସଳଖ ପରିବାର ଲୋକଙ୍କୁ ହସ୍ତାନ୍ତର କରିଦେଇଥିଲେ ।
କୋରୋନାରେ ମୃତ ବ୍ୟକ୍ତିଙ୍କୁ ଗାଁରେ ପୁରାଇଦେଲେନି ଗ୍ରାମବାସୀ - କର୍ଣ୍ଣାଟକ ଗାଡାମ ଜିଲ୍ଲା ବାସାଲାପୁର ଗାଁ
ଗାଡାମ ଜିଲ୍ଲା ରୋନା ତାଲୁକ ବାସାଲାପୁର ଗାଁରେ ଅଭାବନୀୟ ଘଟଣା । କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ମୃତଦେହକୁ ଗାଁରେ ପୁରାଇ ଦେଲେନାହିଁ ଗ୍ରାମବାସୀ । ଅଧିକ ପଢନ୍ତୁ...
କୋରୋନାରେ ମୃତ ବ୍ୟକ୍ତିଙ୍କୁ ଗାଁରେ ପୁରାଇଦେଲେ ନାହିଁ ଗ୍ରାମବାସୀ
କୋରୋନାରେ ମୃତ ବ୍ୟକ୍ତିଙ୍କୁ ଗାଁରେ ପୁରାଇଦେଲେ ନାହିଁ ଗ୍ରାମବାସୀ
ଫଳରେ ଗାଁକୁ ଆସିବା ମାତ୍ରେ ଗ୍ରାମବାସୀ ମୃତଦେହକୁ ଗାଁ ମଧ୍ୟକୁ ପ୍ରବେଶ କରାଇ ନଦେଇ ଗାଁରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସତ୍କାର କରିବାକୁ ମନା କରିଥିଲେ । ଶେଷରେ ମୃତକଙ୍କ ପରିବାର ଏକ ଆମ୍ବୁଲାନ୍ସରେ ମୃତ ବ୍ୟକ୍ତିଙ୍କୁ ଧରି କାନ୍ଦୁଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ