ଓଡିଶା

odisha

ETV Bharat / bharat

ଆଜିର ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ...

ତୁମର ଆଜି ଦିନଟି କେମିତି ରହିବ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ଉପାୟ କରିବେ ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ସମୟ କିପରି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ...

By

Published : Jun 7, 2021, 12:06 AM IST

Updated : Jun 7, 2021, 6:03 AM IST

ଆଜିର ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
ଆଜିର ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ଆଜିର ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ମେଷ : କିଛି ନିଷ୍ପତ୍ତି ନେଵା କଠିନ ହୋଇପଡ଼ିଵ । କିନ୍ତୁ ଦୃଢ଼ ସଂକଳ୍ପ କାର୍ଯ୍ୟରେ ଆଗକୁ ବଢିବା ପାଇଁ ସହଯୋଗ କରିଵ । ଭାଵପ୍ରଵଣତା କାର୍ଯ୍ୟକୁ ପ୍ରଭାଵିତ କରିପାରେ । କିନ୍ତୁ ଥରେ ନିଷ୍ପତ୍ତି ନେଇଗଲା ପରେ ଆପଣ ସେଥିରେ ଲାଗି ରହିଵାକୁ ହେଵ । ଏଥିସହ ପରିସ୍ଥିତିକୁ ସାମ୍ନା କରିଵା ପାଇଁ ସ୍ଥିର ଚିତ୍ତରେ ଅଗ୍ରସର ହେଵାକୁ ପଡ଼ିଵ ।

ଆଜିର ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ବୃଷ : ଆପଣ ସତର୍କତା ଏବଂ ସଞ୍ଜମ ରକ୍ଷା କରିବାକୁ ପରାମର୍ଶ ଦିଆହେଉଛି । ଦିନସାରା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । କିନ୍ତୁ ଆପଣ ଚେଷ୍ଟା କଲେ ସମ୍ପୂର୍ଣ୍ଣ ଭାବରେ ଏହାକୁ ଏଡାଇ ପାରିବେ । ତେଣୁ ସତର୍କତାର ସହିତ ଅଗ୍ରସର ହୁଅନ୍ତୁ, ଆପଣଙ୍କ ଆଖି ଏବଂ କାନ ଖୋଲା ରଖନ୍ତୁ ।

ଆଜିର ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ମିଥୁନ : ଆଜି ଆପଣଙ୍କର ଅନେକ ପ୍ରକାର ଲାଭ ଆପଣଙ୍କ ଖୁସିକୁ ଦ୍ୱିଗୁଣା କରିପାରେ । ଆପଣ ଆପଣଙ୍କର ସ୍ତ୍ରୀ ଏବଂ ପିଲାମାନଙ୍କଠାରୁ ଭଲ ଖବର ପାଇ ପାରନ୍ତି । ଆପଣ ବନ୍ଧୁମାନଙ୍କ ସହ ମିଶି ଏକ ଖୁସିର ମାହୋଲ ଅନୁଭବ କରିବେ । ବିବାହ ହେବାକୁ ଥିବା ବ୍ୟକ୍ତିମାନେ ସେମାନଙ୍କର ଭଲ ଜୀବନସାଥୀ ପାଇପାରିବେ । ଆପଣଙ୍କ ଉପରେ ଅନେକ ଆଶୀର୍ବାଦ ରହିଛି । ସେଗୁଡିକର ଅନୁକୂଳ ବ୍ୟବହାର ପାଇଁ ତତ୍ପର ହୋଇପଡନ୍ତୁ ।

ଆଜିର ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

କର୍କଟ : ନୂଆ ବନ୍ଧୁ ସୃଷ୍ଟି କରିଵେ, ସେମାନଙ୍କ ସହ ଖୁସିରେ ସମୟ କାଟିଵେ କିନ୍ତୁ ସାମାନ୍ୟ ଵ୍ୟସ୍ତ ଓ ଚିନ୍ତା ଆପଣଙ୍କ ପଥରୋଧ କରିଵ । କିନ୍ତୁ ସନ୍ଧ୍ୟା ଵେଳକୁ ସାଙ୍ଗମାନଙ୍କ ସହ ସମୟ ବିତାଇବା ବେଳେ ସବୁ ଠିକ ହୋଇଯିଵ ।

ଆଜିର ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ସିଂହ : ନିଜ ଜୀଵନରେ ବେଶି ଅପେକ୍ଷା କରିଥିଵା ଵ୍ୟକ୍ତିଙ୍କୁ ଆଜି ଭେଟିଵେ । ନିଜ ଜୀଵନସାଥୀଙ୍କୁ ମୂଲ୍ୟଵାନ ଉପହାର ଦେଇପାରନ୍ତି । କଳା ପ୍ରତି ଆକର୍ଷିତ ହେଵେ, ସଫଳତା ପ୍ରଦର୍ଶନ କରିଵାକୁ ସକ୍ଷମ ହେଵେ ।

ଆଜିର ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

କନ୍ୟା : ଅତୀତର କାର୍ଯ୍ୟକୁ ନେଇ ଆଜି ପ୍ରଶଂସିତ ହେଵେ । ଅନ୍ୟର ଆଦେଶ ମାନିଵା ବଦଳରେ ନିଜ ଢଙ୍ଗରେ ସମସ୍ୟାଗୁଡ଼ିକୁ ସମାଧାନ କରିଵାକୁ ପସନ୍ଦ କରିଵେ । ଅସନ୍ତୁଷ୍ଟ ପ୍ରକାଶ ନକରି ଶାନ୍ତ ଓ ସଙ୍ଗଠିତ ରହିଵା ଉଚିତ ହେଵ ।

ଆଜିର ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ତୁଳା : ନିଜର ରୂପ ସୌନ୍ଦର୍ଯ୍ୟ ପ୍ରତି ସମ୍ବେଦନଶୀଳ ହୋଇ ବିଉଟି ପାର୍ଲର ଯିଵେ, ଦାମୀ କସ୍‌ମେଟିକ୍ସ କିଣି ପାରନ୍ତି । ନିଜର ସୌନ୍ଦର୍ଯ୍ୟ ଓ ବ୍ୟକ୍ତିତ୍ୱ ଵୃଦ୍ଧି ସକାଶେ ଵସ୍ତ୍ର କିଣାକିଣିପାଇଁ ଵାହାରିପାରନ୍ତି ।

ଆଜିର ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ବିଛା : ଆଜିଦିନଟି ଅତ୍ୟନ୍ତ ଖୁସିରେ କାଟିବେ | ନିଜର ପରିବାରର ସଦସ୍ୟଙ୍କ ମେଳରେ ମଊଜ ମଜଲିସ କରିବେ | ନିଜ ପିତୃପକ୍ଷ ଲୋକଙ୍କଠାରୁ କିଛି ଶୁଭ ସମ୍ୱାଦ ପାଇ ମନ ଉତଫୁଲିତ ହେବ | ଆପଣଙ୍କ ସହକର୍ମୀ ମାନେ ଆପଣଙ୍କୁ ସହଯୋଗ କରିବେ | ଅସଂପୁର୍ଣ୍ଣ ଥିବା କାର୍ଯ୍ୟକୁ ଆଜି ସମାପ୍ତ କରିପାରନ୍ତି | ଆର୍ଥିକ ସ୍ଥିତି ସ୍ୱଛଳ ରହିବ |

ଆଜିର ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ଧନୁ : ଆପଣଙ୍କ ପାଇଁ ଏହି ଦିନଟି ଏକ ଶୁଭଦିନ ହେବ | ମାନଷିକ ଏବଂ ଶାରୀରିକ ଭାବେ ଆପଣ ଉତ୍ସାହିତ ରହିବେ | ଅନିଚ୍ଛାକୃତ ଘଟଣା ମାନ ଆପଣଙ୍କର ପରିବାର ସଦସ୍ୟ ଦ୍ୱାରା ସମ୍ମିଳିତ ହେବ ଯାହା ଆପଣଙ୍କୁ ଚିନ୍ତାରେ ପକାଇବ ଓ ଅନିଦ୍ରା ଆପଣଙ୍କୁ କଷ୍ଟ ଦେଇପାରେ | ପାଣି ଏବଂ ମହିଳା ଙ୍କ ସହିତ ବ୍ୟବହାର ସାବଧାନତା ସହକାରେ କରନ୍ତୁ | ଆପଣଙ୍କର ଆର୍ଥିକ କ୍ଷତି ହେବାର ସମ୍ଭାବନା ଅଛି | କିଛି ଘଟଣା ଆପଣଙ୍କର ଇଜ୍ଜତ ହାନି ଘଟାଇବାର ସମ୍ଭାବନା ଅଛି |

ଆଜିର ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ମକର : ବ୍ୟାପାରରେ ବୃଦ୍ଧି ଏବଂ ଆର୍ଥିକ ବୃଦ୍ଧି ପାଇଁ ଆଜିର ଦିନ ଶୁଭ ଅଟେ। ଅର୍ଥ କ୍ଷେତ୍ରରେ ଦିଆନିଆ କାର୍ଯ୍ୟ ଭଲ ଭାବରେ କରିପାରିବେ । ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ । ଆର୍ଥିକ ଲାଭ ରହିବ । ଆଇନ କାନୁନ ମାମଲାରୁ ଦୂରେଇ ରୁହନ୍ତୁ । ସ୍ବାସ୍ଥ୍ୟ ଭଲ ରହିବ । ବିରୋଧୀ ଆପଣଙ୍କ ସମ୍ମୁଖରେ ତିଷ୍ଠି ରହିପାରିବେନି ।

ଆଜିର ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

କୁମ୍ଭ : ଧୈର୍ଯ୍ୟବାନ ହେବାର ସବୁଠୁ ବଡ଼ ଆଶୀର୍ଵାଦ ଆପଣଙ୍କ ଉପରେ ଅଛି । ଆପଣ ଯେକୌଣସି ସମସ୍ୟାକୁ ସମାଧାନ କରିପାରିଵେ । କିନ୍ତୁ ଆପଣଙ୍କ ଚାରିପାଖର ଲୋକମାନେ କିଛିନା କିଛି କହିଵେ । ଏହା ଆପଣଙ୍କୁ ବିଷାଦଗ୍ରସ୍ତ କରିଵ ।

ଆଜିର ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ମୀନ : ଆଜି ସାବଧାନ ରହିବାକୁ ପଡ଼ିବ । ପରିବାରରେ ମତଭେଦ ରହିପାରେ ଓ ମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ରହିବ । ମନରେ କିଛି ଚିନ୍ତା ରହିବ । ଚାକିରିରେ ଅସୁବିଧାର ସାମ୍ନା କରିବେ । ସମ୍ପତ୍ତିର ଦସ୍ତାବିଜ୍ କରିବା ସମୟରେ ବିଶେଷ ଧ୍ୟାନ ଦେବେ ।

Last Updated : Jun 7, 2021, 6:03 AM IST

ABOUT THE AUTHOR

...view details