ଓଡିଶା

odisha

ETV Bharat / bharat

ନଭେମ୍ବର 27 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ରାଶିଫଳ
ରାଶିଫଳ

By

Published : Nov 27, 2022, 12:01 AM IST

ମେଷ: ଆଜି ଆପଣ କାମ ଓ ପରିବାର ମଧ୍ୟରେ ସନ୍ତୁଳନତା ରକ୍ଷା କରିବାକୁ ଚେଷ୍ଟା କରିବେ। ଆପଣଙ୍କ ପିଲାମାନେ ଏହା କରିବାକୁ ପାଇଁ ଆପଣଙ୍କୁ ପ୍ରବର୍ତ୍ତାଇ ପାରନ୍ତି। କାର୍ଯ୍ୟସ୍ଥଳର ବ୍ୟସ୍ତତା ସମୟ ଅତିବାହିତ କରିବା ପରେ ଆପଣ ଘରେ ପିଲାମାନଙ୍କୁ ଟଙ୍କା ବିଷୟରେ କିଛି ଶିକ୍ଷା ଦେଇପାରନ୍ତି।

ବୃଷ: ଆଜି ପ୍ରେମ ଆପଣଙ୍କ ନିକଟକୁ ଆସିବ। ଅପରାହ୍‍ଣରେ ଆପଣ ଖୁସି ଓ ଖୋଲା ମନ ହୋଇ ବଞ୍ଚିବେ। ସଂଧ୍ୟା ସମୟରେ ଆପଣ ମନ ପ୍ରେମମୟ ରହିବ କାରଣ ଆପଣ ପ୍ରିୟଜନଙ୍କ ପ୍ରତି ଧ୍ୟାନ ଦେବେ।

ମିଥୁନ: ଆପଣ ଆଜି ଅନୁଭବ କରିବେ ଯେ ଆପଣଙ୍କ ପେଶାଦାର ଆବଶ୍ୟକତା ଠାରୁ ଆପଣଙ୍କ ବ୍ୟକ୍ତିଗତ ଜୀବନ ଅଧିକ ଗୁରୁତ୍ଵପୂର୍ଣ୍ଣ। ସେଥିପାଇଁ ଆପଣ ନିଜ ପରିବାର ସଦସ୍ୟ ଓ ସେମାନଙ୍କ ଆବଶ୍ୟକତାଗୁଡିକ ଉପରେ ଅଧିକ ଧ୍ୟାନ ଦେବେ। ଏହି ଦିନ ହସ ଉଲ୍ଲାସରେ ଭରିଯିବ।

କର୍କଟ: ନୂଆ ବ୍ୟାପାର ଆରମ୍ଭ କରିବା ପାଇଁ ଏହା ଏକ ଶୁଭ ଦିନ, ସେଥିପାଇଁ ବେପାର ଲମ୍ଵା ଅବଧିର ରହିବ ଓ ଲାଭଦାୟକ ମଧ୍ୟ ହେବ। ଆପଣ ନୂଆ କାର କିମ୍ଵା ଘର କିଣିପାରନ୍ତି। ବନ୍ଧୁମାନଙ୍କ ଠାରୁ ମଧ୍ୟ ଲାଭ ପାଇପାରିବେ। ବିଦ୍ୟାର୍ଥୀମାନେ ଭଲ କରିବେ ଓ ଧ୍ୟାନ ବଢିବ।

ସିଂହ: ଅଧିକାଂଶ ସମୟରେ ଲୋକମାନେ ଭାଗ୍ୟକୁ ଖୋଜନ୍ତି କିନ୍ତୁ ଆଜି ଆପଣଙ୍କ ଭାଗ୍ୟ ସାଥ ଦେବ। ଆପଣଙ୍କ ଦିନ ବହୁତ ଭଲରେ ଯିବ। ଯାହା ଚାହିଁବେ ତାହା କରିବେ। ଅପରାହ୍‍ଣ ବେଳକୁ ବିଦେଶ ଯିବା ପାଇଁ ଭାବି ପାରନ୍ତି।

କନ୍ୟା: ଆକସ୍ମିକ ଲାଭ ଆପଣଙ୍କୁ ପୁରୁଣା କ୍ଷତିରୁ ସୁରକ୍ଷା ଦେବ। ଅପରାହ୍‍ଣରେ ଆପଣଙ୍କର ସମ୍ଭାବ୍ୟ ବିବାହ ବିଷୟରେ କିଛି ଘଟଣା ହୋଇପାରେ। କିନ୍ତୁ ଆପଣଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଆଗକୁ ଯିବା ସମୟରେ ଧ୍ୟାନର ସହିତ ନିଷ୍ପତ୍ତି ନିଅନ୍ତୁ।

ତୁଳା: ଆଜି ଆପଣଙ୍କ ଭାବନା ସହ ଖେଳୁଥିବା ଓ ଆପଣଙ୍କ ଦକ୍ଷତାରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ପ୍ରତିଯୋଗୀମାନଙ୍କ ସହ ସମସ୍ୟା ହୋଇପାରେ। କିନ୍ତୁ ଆପଣ ସେମାନଙ୍କୁ ସହଜରେ ହରାଇଦେବେ। ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ଆପଣ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ଲୋକମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ।

ବିଛା: ଭାବୁକ ପ୍ରେମ ପ୍ରସଙ୍ଗ ପୂର୍ବ ଠାରୁ ଅଧିକ ତୀବ୍ର ଓ ମନମୋହକ ହେବ। ସଂଧ୍ୟା ସମୟରେ ଆପଣ ପ୍ରେମୀ ହୋଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ, ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ସବୁ ଦ୍ଵନ୍ଦ୍ଵରେ ଅଛନ୍ତି ତାହାର ଉତ୍ତର ପାଇବେ।

ଧନୁ: ଆପଣ ହସ୍ତଶିଳ୍ପ ଦ୍ଵାରା ବିମୋହିତ ହେବେ ଓ ଏହାକୁ ଆପଣଙ୍କ ବ୍ୟବସାୟ ଭାବେ ଗ୍ରହଣ କରିବା ଯୋଜନା କରିପାରନ୍ତି। ଆପଣ ଜଣେ ପାରିବାରିକ ବ୍ୟକ୍ତି ଓ ଆପଣଙ୍କ ପ୍ରିୟଜନଙ୍କୁ ଧ୍ୟାନ ଦେବେ। ଆପଣଙ୍କ ପ୍ରେମ ବଢିପାରେ।

ମକର: ଯଦି ଆପଣ କିଛି କରନ୍ତି, ସଫଳତା ପାଇବେ। ଏପରି ନିଷ୍ଠା ଦ୍ଵାରା ଆପଣ ସବୁଠାରୁ ଭଲ ଜିନିଷ ପାଆନ୍ତି। ଅଫିସରେ ଦିନ ଭଲରେ କଟିବ। ସନ୍ଧ୍ୟା ସମୟରେ କୌଣସି ପାର୍ଟିରେ ଯୋଗଦେବ। ଖୁସି କେମିତି ଆସିବ ସେହି ଅନୁସନ୍ଧାନ କରିବେ।

କୁମ୍ଭ: ଆପଣଙ୍କ ଉପର ଅଧିକାରୀମାନଙ୍କ କ୍ରୋଧର ଶିକାର ଆପଣ ଆଜି ହୋଇପାରନ୍ତି, ସେଥିପାଇଁ ସତର୍କ ରୁହନ୍ତୁ। ଆପଣଙ୍କ ସହକର୍ମୀମାନେ ମଧ୍ୟ ଅଧାମନରେ ଆପଣଙ୍କୁ ସମର୍ଥନ ଦେବେ। କିନ୍ତୁ ସଂଧ୍ୟା ସମୟରେ ଆପଣ ଯାହା ଇଚ୍ଛା କରନ୍ତୁ। ବାହାରେ ଯାଇ ଖିଆ ପିଆ କରନ୍ତି ଓ ବୁଲାବୁଲି କରନ୍ତୁ।

ମୀନ: ଆଜି ଆପଣ ଯେଉଁ ଟଙ୍କା କାରବାର କରିବେ ସେଥିରେ ଠିକ ଭାବେ ହିସାବ ଓ ମୂଲ୍ୟାୟନ କରନ୍ତୁ । ମୁଣ୍ଡ ନଥିବା କୁକୁଡା ଭଳି ପାଗଳ ପରି ଦଉଡିବାରେ କୌଣସି ଲାଭ ହେବ ନାହିଁ। କାର୍ଯ୍ୟରେ ଆପଣଙ୍କ ବେଗ କମାନ୍ତୁ, କାରଣ ପରେ ଅଧିକ ବିଳମ୍ଵ ହୋଇଯାଇପାରେ। ସଂଧ୍ୟା ସମୟରେ ଆପଣ କିଣାକିଣିରେ କିମ୍ଵା ଲଳିତ କଳାର ପ୍ରଶଂସାରେ ନିଜକୁ ସମ୍ପୃକ୍ତ କରିପାରନ୍ତି।

ABOUT THE AUTHOR

...view details