ଓଡିଶା

odisha

ETV Bharat / bharat

ଡିସେମ୍ବର 26 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

26th December Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ।

Horoscope
Horoscope

By ETV Bharat Odisha Team

Published : Dec 26, 2023, 12:01 AM IST

ମେଷ: ଆଜି ବ୍ୟସ୍ତତା ଭିତରେ ଦିନ କଟିବ। ପର ଚିନ୍ତା ନକରି ନିଜ କଥା ଭାବନ୍ତୁ। ତେବେ ଆଜି ହଠାତ ଆଜି କିଛି ସମସ୍ୟା ଆସିପାରେ। ଆଜି ଚାହୁଁ ନଥିବା ସମସ୍ୟାର ସମ୍ମିଖୀନ ହୋଇପାରନ୍ତି। ଆପଣ ଆପଣଙ୍କ କ୍ରିୟାକଳାପର ସ୍ଥାନ ବଦଳାଇଲେ କିଛି ସୁଫଳ ମିଳିପାରେ।

ବୃଷ: ଆଜି ଆପଣଙ୍କ ଦିନ ଅତ୍ୟଧିକ ଆଦର୍ଶବାଦୀ ଓ ଅବାସ୍ତବ ହେବାର ସମ୍ଭାବନା ଅଛି। ନିଜକୁ ଆଭୂଷଣ କରିପାରନ୍ତି। ଆପଣଙ୍କ ପ୍ରିୟଜନଙ୍କୁ ବିଶେଷ ଧ୍ୟାନ ଦେବେ। ବିବାହ ପ୍ରସ୍ତାବ ଆସିପାରେ।

ମିଥୁନ: ଆଜି ଆପଣଙ୍କ ଶାରୀରିକ ରୂପ ବିଷୟରେ ଆପଣ ବହୁତ ଚିନ୍ତିତ ରହିବେ ଓ ଆଜି ଆପଣ ମସାଜ ନେଇ କିମ୍ଵା ନିଜର ଷ୍ଟାଇଲ ବଦଳାଇ ନିଜକୁ ଭଲ ପାଇବେ। ଆପଣଙ୍କ ସାମାଜିକ ପ୍ରତିଷ୍ଠା ମଧ୍ୟ ବଢିବ। ଅନେକ ଭଲ ଧାରଣା ଯୋଗୁଁ ଆପଣଙ୍କ ଖ୍ୟାତି ବଢିବ।

କର୍କଟ: ଆଜି ଆପଣ ପବିତ୍ର ଓ କର୍ତ୍ତବ୍ୟନିଷ୍ଠ ରହିବାର ଉଚ୍ଚ ସମ୍ଭାବନା ଅଛି। ଅପରାହ୍‍ଣରେ ଆପଣ ଅଳ୍ପ ଖର୍ଚ୍ଚ କରିବେ। ଆପଣଙ୍କ ସ୍ଵାସ୍ଥ୍ୟ ଅବସ୍ଥା ବହୁତ ଭଲ ରହିବ। ଜୀବନସାଥୀଙ୍କ ସହ ଏକ ରୋମାଣ୍ଟିକ୍‍ ଡିନରରେ ଯାଇ ପାରନ୍ତି।

ସିଂହ: ଭଲ ଅବସ୍ଥାର ଲାଭ ଉଠାଇବା ଭଲ କଥା କିନ୍ତୁ ଖରାପ ପରିସ୍ଥିତିର ସାମ୍‍ନା କରିବା ମଧ୍ୟ ଦରକାର। ଭବିଷ୍ୟତକୁ ଆଖି ଆଗରେ ରଖି ଟଙ୍କା ସଞ୍ଚୟ କରନ୍ତୁ। କାର୍ଯ୍ୟ କ୍ଷେତ୍ରରେ ରହିଥିବା ବକିଆ କାର୍ଯ୍ୟ ଆଜି ଶେଷ ହେବ।

କନ୍ୟା: ଆଜି ଆପଣଙ୍କ ଶକ୍ତି ଉପରେ ପ୍ରଭାବ ପଡିପାରେ। କିଛି ଅନିଚ୍ଛାକୃତ ସମସ୍ୟା ଆପଣଙ୍କ ନିକଟକୁ ଆସିବାର ସମ୍ଭାବନା ଅଛି ଯେଉଁଥିପାଇଁ ଆପଣ ଚିନ୍ତିତ ହୋଇପାରନ୍ତି।

ତୁଳା: ଆପଣ ମିଳିମିଶି କାର୍ଯ୍ୟ କରି ଆଜି ସଫଳତା ପାଇବେ। ଆଜି ବହୁତ ଭଲ ଦିନ ଅଟେ। କ୍ୟାରିୟର ବିକାଶ ବିଷୟରେ ଏକ ଉତ୍ତମ ଯୋଜନା କରନ୍ତୁ। ଆଜି ବିଦେଶ ଯିବାର ସମ୍ଭାବନା ବୃଦ୍ଧି ପାଇବାରେ।

ବିଛା: ଦିନ ସାରା ଆପଣ ନିଜ ଭଳି ଭାବୁଥିବା ଲୋକମାନଙ୍କ ସହ ମିଶି ଖୁସି ମନରେ ରହିବେ। ଦିନ ସାରା ଆପଣ ବିଭିନ୍ନ କ୍ରିୟାକଳାପରେ ବ୍ୟସ୍ତ ରହିବେ ଯାହା ଦ୍ଵାରା ଦିନଟି ଆପଣଙ୍କ ଜୀବନ୍ତ ଓ ଉଦ୍ୟୋଗୀ ହେବ। ଅତ୍ୟଧିକ ଉତ୍ସାହୀ ହେବା ଦ୍ଵାରା ଆପଣଙ୍କ ସ୍ଵାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପକାଇପାରେ।

ଧନୁ: ଆଜି ଆପଣଙ୍କ ଦିନ କାର୍ଯ୍ୟବ୍ୟସ୍ତରେ ଯିବ। ଆପଣଙ୍କ ଠାରୁ ଏକ ଶକ୍ତିଶାଳୀ ପ୍ରଦର୍ଶନ ଆଶା କରାଯାଉଛି। ଯଦିଓ ଦିନଟି ବ୍ୟସ୍ତତାରେ ଯିବ, କିନ୍ତୁ ଆପଣ ସଫଳତା ପାଇବେ। ପରିବାର ଠାରୁ ଆପଣ ଭଲ ପାଇବା ଓ ସ୍ନେହ ପାଇବେ।

ମକର: ଆଜି କୌଣସି ବିଷୟକୁ ନେଇ ତର୍କ ହୋଇପାରେ। ଆଜି କୌଣସି କାର୍ଯ୍ୟକୁ ନେଇ ଚିନ୍ତା ବୃଦ୍ଧି ହୋଇପାରେ। ଭବିଷ୍ୟତରେ କିଛି ଖୁସି ଖବର ମିଳିପାରେ।

କୁମ୍ଭ: ଆଜି ଦିନ ଖୁସିରେ କଟିବ। ଆପଣଙ୍କ ମାନସିକ ଅବସାଦ କମ୍ ହୋଇପାରେ। ପୂର୍ବରୁ ରହିଥିବା ସମସ୍ୟାର ସମାଧାନ ହେବ। ଆଜି କୌଣସି କାର୍ଯ୍ୟ କରିବା ପୂର୍ବରୁ 2 ଥର ଭାବିଚିନ୍ତି କରନ୍ତୁ।

ମୀନ: ପ୍ରେମ ଜୀବନ ଭଲରେ କଟିବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଆଜି ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ମୋଟ ଉପରେ ଆପଣଙ୍କ ଦିନଟି ସାଧାରଣ ରହିବ ଓ କୌଣସି ଆଶ୍ଚାର୍ଯ୍ୟ ବିଷୟ ଆପଣଙ୍କ ସହ ହେବ ନାହିଁ।

ABOUT THE AUTHOR

...view details