ଚଣ୍ଡିଗଡ:ବେଆଇନ ଖନନ ନେଇ ସରପ୍ରାଇଜ୍ ଭିଜିଟରେ ଯାଇ ମାଫିଆଙ୍କ ଦ୍ବାରା ହତ୍ୟାର ଶିକାର ହୋଇଥିବା ଡିଏସପି ସୁରେନ୍ଦ୍ର ସିଂ ବିଷ୍ଣୋଇଙ୍କ ପରିବାରକୁ ଏକ କୋଟି ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ଏହା ସହ ମୃତ ଅଧିକାରୀଙ୍କ ପରିବାରର ଜଣେ ସଦସ୍ୟଙ୍କୁ ରାଜ୍ୟ ସରକାର ଚାକିରି ମଧ୍ୟ ଯୋଗାଇ ଦେବେ । ହତ୍ୟାକାଣ୍ଡ ଘଟଣାଇଥିବା ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଖଟ୍ଟର ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ:-ବେଆଇନ ଖନନ ଉପରେ ଚଢାଉ ବେଳେ DSPଙ୍କୁ ଡମ୍ଫର ଚଢାଇ ହତ୍ୟା