ଓଡିଶା

odisha

By

Published : May 18, 2022, 10:55 AM IST

Updated : May 18, 2022, 11:09 AM IST

ETV Bharat / bharat

Hardik Patel Resigns: ହାତ ଛାଡିଲେ ହାର୍ଦ୍ଦିକ ପଟେଲ

କଂଗ୍ରେସ ଦଳରୁ ଇସ୍ତଫା ଦେଲେ ଗୁଜୁରାଟ ପଟିଦାର ନେତା ହାର୍ଦ୍ଦିକ ପଟେଲ । ଟ୍ବିଟ୍ କରି ଦେଲେ ସୂଚନା । ଅଧିକ ପଢନ୍ତୁ

Hardik Patel Resigns: କଂଗ୍ରେସକୁ ବଡ ଝଟ୍‌କା, ହାତ ଛାଡିଲେ ହାର୍ଦ୍ଦିକ ପଟେଲ
Hardik Patel Resigns: କଂଗ୍ରେସକୁ ବଡ ଝଟ୍‌କା, ହାତ ଛାଡିଲେ ହାର୍ଦ୍ଦିକ ପଟେଲ

ଗାନ୍ଧୀନଗର:ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା । ହାତ ଛାଡିଲେ ଗୁଜୁରାଟ ପଟିଦାର ନେତା ହାର୍ଦ୍ଦିକ ପଟେଲ(Hardik Patel resigns from Congress membership) । ହାର୍ଦ୍ଦିକ କଂଗ୍ରେସ ଛାଡିବେ ବୋଲି କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଏଥରେ ପୂର୍ଣ୍ଣଚ୍ଛେଦ ପଡିଛି । ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ହାର୍ଦ୍ଦିକ ପଟେଲ ଟ୍ବିଟ୍ କରିଛନ୍ତି ଯେ,''ଆଜି ମୁଁ ସାହାସ କରି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । ମୋ ସହଯୋଗୀ ଏବଂ ଗୁଜୁରାଟବାସୀ ଏହି ନିର୍ଣ୍ଣୟକୁ ସ୍ବାଗତ କରିବେ ବୋଲି ବିଶ୍ବାସ । ମୋର ଏହି ପଦକ୍ଷେପ ଦ୍ବାରା ଭବିଷ୍ୟତରେ ଗୁଜୁରାଟ ପାଇଁ ସରକାତ୍ମକ କାର୍ଯ୍ୟ କରିବାକୁ ସମର୍ଥ ହେବି ବୋଲି ବିଶ୍ବାସ ରହିଛି ।''

Last Updated : May 18, 2022, 11:09 AM IST

ABOUT THE AUTHOR

...view details